ଦେଶରେ ଆଜିଠୁ ନୂଆ ଜିଏସ୍ଟି ସଂସ୍କାର ଆରମ୍ଭ, ଏହି ସବୁ ଜିନିଷର ଦର ହ୍ରାସ
ନୂଆଦିଲ୍ଲୀ: ଦେଶରେ ଆଜିଠୁ ନୂଆ ଜିଏସ୍ଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଭେଟି । ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା । ୧୨% ଓ ୨୮% ଜିଏସ୍ଟି ସ୍ଲାବ୍ ସଂପୂର୍ଣ୍ଣ ଉଚ୍ଛେଦ । ଅଧିକାଂଶ ସାମଗ୍ରୀ ଶସ୍ତା, ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ…
Read More...
Read More...