ହ୍ୱାଟସଆପରେ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କଲେ ଓଡିଶା ପରିବହନ ମନ୍ତ୍ରୀ
ପରିବହନ ବିଭାଗ ସହ ଜଡିତ ସାଧାରଣ ଅଭିଯୋଗ ଗ୍ରହଣ ଏବଂ ସମାଧାନ ପାଇଁ ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକ ନୂତନ ହ୍ୱାଟ୍ସଆପ୍-ଭିତ୍ତିକ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସେ ଗତ ସପ୍ତାହ ଧରି ହ୍ୱାଟ୍ସଆପ୍ ମାଧ୍ୟମରେ ବ୍ୟକ୍ତିଗତ ଭାବରେ ଅଭିଯୋଗ ଗ୍ରହଣ…
Read More...
Read More...