ବାହାନଗା ଟ୍ରେନ୍ ଟ୍ରାଜେଡି; ସରକାରୀ ଚାକିରି ଲୋଭରେ ମୃତ ମା’କୁ ଆଉ ଥରେ ମାରିଦେଲା ପୁଅ
ନୂଆଦିଲ୍ଲୀ: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବା ପାଇଁ କିଛି ଅସାଧୁ ଲୋକ ମିଛ କହି ଧରାପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ସରକାରୀ ଚାକିରି ପାଇବା ପାଇଁ ଜଣେ ଯୁବକ ମିଛ କହି ଧରାପଡ଼ିବା ଘଟଣାଟି…
Read More...
Read More...