Browsing Tag

Gop

ମହାଦେବ ମନ୍ଦିରରେ ଅନୁଷ୍ଠିତ ହୋଇଛି କ୍ଷୀର ସାଗର ମେଳା

ପୁରୀ : (ଜୟନ୍ତ କୁମାର ସେଠୀ) ଗୋପ ବ୍ଲକ ବଣିଆ ସାହି ବକ୍ରେଶ୍ବରରେ ମହାଦେବ ମନ୍ଦିର ରେ କ୍ଷୀର ସାଗର ମେଳା ଅନୁଷ୍ଠିତ ହୋଇ ଯାଇଛି । ପ୍ରାୟ ୨୦ ହଜାର ଲିଟର କ୍ଷୀର ଠାକୁର ଙ୍କୁ ଲାଗି ହେବା ପରେ ଏହି କ୍ଷୀର ରେ ଭକ୍ତ ଙ୍କର ଲାଗି କ୍ଷୀରି ପ୍ରସ୍ତୁତ କରି ଭୋଗ ଲାଗି କରାଯାଇଥିଲା । ବର୍ଷ ବର୍ଷ…
Read More...

ମୁକୁଳା ଡ୍ରେନ ଭିତରେ ପଡିଛି ମୃତଦେହ

ପୁରୀ : (ଗୋପରୁ ଜୟନ୍ତକୁମାର ସେଠୀ ) ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ମୃତ ବ୍ୟକ୍ତି ଜଣକ ମୁହଁ ମାଡି ଡ୍ରେନ ଭିତରେ ପଡିଥିବା…
Read More...

ସାକ୍ଷୀଗୋପାଳରେ ସ୍ୱାଭବିକ ହେବ ରାଧାରାଣୀଙ୍କ ଓଡିଆଣୀ ବେଶ

ଗୋପ /ଜୟନ୍ତ ସେଠୀ: ଆସନ୍ତା ବୁଧବାର ପବିତ୍ର ଅଁଳା ନବମୀ । ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ଭକ୍ତଙ୍କର ଲାଗିବ ଭିଡ । କୋଭିଡ ର ଦୁଇ ବର୍ଷ ପରେ ପୁଣି ଚଳଚଞ୍ଚଳ ହେବ ଗୋପାଳଜିଉ ମନ୍ଦିର ।ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସଠିକ୍…
Read More...

କାର୍ତ୍ତିକ ବ୍ରତ ପାଳନ କଲେ ଯୁକ୍ରେନ ମହିଳା

ପୁରୀ/ଜୟନ୍ତ କୁମାର ସେଠି : କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କଲେ ଯୁକ୍ରେନ ବାସୀ , ଶ୍ରୀ ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ  ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି। ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ…
Read More...

ସାଇବର ଠକେଇକୁ ନେଇ ହୁଅନ୍ତୁ ସଜାଗ

ପୁରୀ/ଜୟନ୍ତ କୁମାର ସେଠି : ପୁରୀ ଜିଲ୍ଲା ପୋଲିସ୍ ତତ୍ତ୍ଵାବଧାନରେ ସାଇବର ଠକେଇକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାଇବର ଠକେଇରୁ କିଭଳି ବର୍ତୀ ହେବ, କିଭଳି ପୋଲିସକୁ ଅଭିଯୋଗ କରିହେବ ସେ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ବୈଠକ ପୁରୀ…
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ

ଗୋପା/ଜୟନ୍ତ ସେଠୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପୁରୀ ଜିଲ୍ଲା ଗୋପ ର ପ୍ରତ୍ୟୁଷ । ୩ ବର୍ଷ ୭ ମାସ ବୟସରେ ଅଲୌକିକ ସ୍ମରଣ ଶକ୍ତିର ଅଧିକାରୀ ହୋଇପାରିକି ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବିଭିନ୍ନ ବିଷୟରେ ଏକାଧିକ ପ୍ରଶ୍ନର ଦେଇପାରୁଛନ୍ତି ଉତ୍ତର। ଗୋପ ବ୍ଲକ୍ ବେଦପୁରୁ…
Read More...

ଶ୍ରୀ ମନ୍ଦିରକୁ ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ

ପୁରୀ / ଜୟନ୍ତ କୁମାର ସେଠୀ : ଖବର ପ୍ରସାରଣ ପରେ ହଟିଲା କଟକଣା, ଭକ୍ତ ଏବେ ନେଇ ପାରିବେ ବାହାରୁ ନଡ଼ିଆ ଓ କଦଳୀ । କାକଟପୁର ମା ମଙ୍ଗଳା ମନ୍ଦିର ଭିତରକୁ ବାହାରୁ ନଡ଼ିଆ ଓ କଦଳୀ ନେଇ ପୂଜା କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଅଘୋଷିତ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା। ଯାହା ଫଳରେ…
Read More...

ବନ୍ୟା ଜଳରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ

ଗୋପ: ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ ଓ ପାନୀୟ ଲାଗି ମଧ୍ୟ ଲୋକମାନେ ଡହଳ ବିକଳ ହେଉଛନ୍ତି। ଏହି ସମୟରେ ଗୋପ ବ୍ଲକରେ ବନ୍ୟା ପାଣିରେ ବୁଡି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଖବର ଗୋପ…
Read More...

ବନ୍ୟା ପାଣିରେ ବିରଳ ମାଛ

ଗୋପ : ବନ୍ୟା ପାଣିରେ ବିରଳ ମାଛ । ଯାହାର ଭିଡିଓ ଦେଖି ଆଖି ଝଲସି ଉଠୁଛି । ଦେଖନ୍ତୁ ଏ ଭିଡିଓ। ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ଏ ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...