ପ୍ରଳମ୍ବାସୁର ବଦ୍ଧ ରୂପରେ ଉଭା ହେବେ ବଡ ଠାକୁର
ଗୋପ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୁଏ ଶ୍ରୀଜୀଉଙ୍କ ଏହି ଅଲୌକିକ ବେଶ । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ…
Read More...
Read More...