ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ତି, ବଜାରରେ ଧିରେ ଧିରେ କମୁଛି ସୁନା ଦର
ବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି, ଯାହା ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ପ୍ରଦାନ କରିଛି | ଭୁବନେଶ୍ୱରରେ ସେପ୍ଟେମ୍ବର ୭ରେ ଉଭୟ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର ହ୍ରାସ ଘଟିଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଥିବା ବେଳେ ୨୪…
Read More...
Read More...