Browsing Tag

gold

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

ଦୁନିଆରେ ସବୁଠାରୁ ଦାମି ଜିନିଷ ଭାବେ ସୁନା ଖ୍ୟାତି ଲାଭ କରିଥିବାବେଳେ ଏହାର ମୂଲ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରେ ବର୍ତମାନ ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ହେଉଥିବା ବେଳେ, ଆପଣ କ’ଣ ବିଶ୍ୱାସ କରିବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ଏକ ଗ୍ରାମ ସୁନାର ମୂଲ୍ୟ ଏକ କପ୍ ଚା ବା ଏକ କପ କଫି…
Read More...

ସପ୍ତାହ ଆରମ୍ଭରୁ ସୁନା ଦରରେ ବୃହତ ବୃଦ୍ଧି, ଗହଣା କିଣିବାକୁ ଯାଉଥିଲେ ଜାଣି ରଖନ୍ତୁ ଦାମ୍

ଭୁବନେଶ୍ୱର: ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୫,୨୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୪,୦୦୦ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ବରରେ ୨୪…
Read More...

ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି

ଭୁବନେଶ୍ୱର:- ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି, ୨୨…
Read More...

ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ ଆଜିର ଦର ଉପରେ…

ଭୁବନେଶ୍ୱର: କିଛି ଦିନ ହେବ ଲଗାତାର ହ୍ରାସ ପାଉଛି ସୁନା ଦର । ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଆଣିଛି ଖୁସି ଖବର  । ଗତ ଦୁଇ ଦିନ ଧରି ସୁନା ଦର ଅପରିବର୍ତ୍ତିତ ରହିଛି । ଯାହା ଫଳରେ ସୁନା କିଣୁବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ ଖୁସି ଖବର । ଭାରତୀୟ ବଜାରରେ ୨୪…
Read More...

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍

ଭୁବନେଶ୍ଵର: ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି । ବିଶ୍ୱରେ ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଓ ଭୂ-ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି । ସୁନା ଦର ଅହେତୁକ ଭାବେ ବଢୁଥିବା ବେଳେ ରୂପାରେ ମଧ୍ୟ ହାତ ମାରି ହେଉ…
Read More...

ପୁଣି ଥରେ ୨୭୦୦ ଟଙ୍କା ବଢିଛି ସୁନା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା । ସୁନା ଦର ଆକାଶ ଛୁଆଁ । ଆଜି ପୁଣିଥରେ ୨୭୦୦ ଟଙ୍କା ବଢିଛି ଦର ।  ଏହାକୁ ମିଶାଇ ସପ୍ତାହ ମଧ୍ୟରେ ୩ ହଜାର ବଢିଛି  ସୁନା ଦର । ଫଳରେ ବିବାହ ସିଜନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ପଡିଛି ଭାଳେଣି । ସାଧାରଣ ଲୋକ ସୁନା କିଣିବେ କଣ   ଛୁଇଁବାକୁ ବି ଡରିଲେଣି…
Read More...

ପୁଣି ବଢିଲା ସୁନା ଦର

ଭାରତର ବଜାରରେ୨୪ କ୍ୟାରେଟ ସୁନାର ମୁଲ୍ୟ ଦଶଗ୍ରାମ ପ୍ରତି ୬୦,୬୨୦ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ହୋଇଛି ।ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୯୫୦ ଓ ୬୧,୦୪୦ ରହିଛି ।ମୁମ୍ବାଇ ଓ କୋଲକତାରେ ୨୨ କ୍ୟରେଟ ଓ…
Read More...

ଧନତେରାସ୍ ପାଇଁ ଶସ୍ତା ହେଲା ସୁନା, ରୁପା

ନୂଆଦିଲ୍ଲୀ: ଆଜି ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ସୁନାଦୋକାନରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୨୩ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୬୦,୧୧୭ ଟଙ୍କାକୁ ଖସି ଆସିଛି । ଅନ୍ୟପଟେ ୧୮ କ୍ୟାରେଟ୍ ସୁନା ମୂଲ୍ୟ…
Read More...

ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ

ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଭାରତକୁ ମଳିଲା ଆଉ ଏକ ସ୍ୱର୍ଣ୍ଣ । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଲା ସ୍ବର୍ଣ୍ଣ । ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କୁ ମିଳିଛି ସ୍ବର୍ଣ୍ଣ ପଦକ । ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଭାରତ ଏପର୍ୟ୍ୟନ୍ତ ୯ଟି ସ୍ବର୍ଣ୍ଣ, ୧୩ ଟି…
Read More...

ସୁନା ଚୋରିର ନୂଆ ଫର୍ମୁଲା

ତେଲେଙ୍ଗାନା ଏୟାରପୋର୍ଟରେ ଏକ ଭିନ୍ନ ଧରଣର ଚୋରିର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ କଷ୍ଟମ ବିଭାଗ । ନୂଆ କୌଶଳରେ ଚୋରି କରି ଧରାପଡ଼ିଲେ ଯାତ୍ରୀ । ଗୁଣ୍ଡ ସୁନାକୁ ପେଷ୍ଟ କରି ପ୍ଲାଷ୍ଟିକ୍ କ୍ୟାପସୁଲରେ ରଖି ହେଉଥିଲା ଚୋରା ଚାଲାଣ । ମଳଦ୍ୱାରରେ ସୁନା ପେଷ୍ଟ ରଖି ଆଣୁଥିବା ସମୟରେ…
Read More...