ହଠାତ ଅଗ୍ନିକାଣ୍ଡ; ଜଳିଗଲା ୧୩ ବାସଗୃହ
ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଶେରଗଡ଼ ବ୍ଲକ ଅନ୍ତର୍ଗତ ଲାଉଗଡ ଗ୍ରାମରେ ଅଗ୍ନିକାଣ୍ଡ। ଗତକାଲି ମଧ୍ଯ୍ଯାହ୍ନ ସମୟରେ କୌଣସି କାରଣରୁ ନିଆଁ ଲାଗି ବାସଗୃହ ଗୁଡିକ ପୋଡିଯାଇଛି । ତେବେ ଖବରପାଇ ଶେରଗଡ଼ ଓ ହିଞ୍ଜିଳି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ…
Read More...
Read More...