୪୫୨ କେଜି ଗଞ୍ଜେଇ ଜବତ
ଗଜପତି(ରିପୋର୍ଟର୍ସ ଟୁଡେ): ପୁଣି ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ତେବେ ଏଥର ଗଜପତି ଜିଳ୍ଲାରୁ ଏସବୁ ଗଞ୍ଜେଇ ପୋଲିସ ଜବତ କରିଛି । କନ୍ଧମୌଣି ଛକ ନିକଟରେ ମୋହନା ଥାନା ପୋଲିସ ଏକ ପିକ୍ଅପ ଭ୍ୟାନକୁ ଜବତ କରିଛି । ଏଥିସହ ମୋଟ ସାଢେ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଚି ସ୍ଥାନୀୟ…
Read More...
Read More...