୫୦୦ କେଜିର ଗଞ୍ଜେଇ ଜବତ, ୨ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ମିଳିଲା ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଚଢାଉରେ ୫୦୦ ଗ୍ରାମ ଗଞ୍ଜେଇ ଜବତ ସହିତ ୨ ଜଣଙ୍କୁ ଗିରଫ ।
ଗଞ୍ଜାମ ଜିଲ୍ଳା ପାଟପୁରରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଏ ସମ୍ପର୍କରେ ଅବକାରୀ ବିଭାଗର…
Read More...
Read More...