Browsing Tag

Ganjam

ବେଗୁନିଆପଡାର ଉପକୃତ ହେବେ ୩୧,୩୫୦ ପରିବାର

ଗଞ୍ଜାମ/ହର ପ୍ରସାଦ ବିଶୋଇ: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବେଗୁନିଆପଡା ବ୍ଲକର ୩୧,୩୫୦ ପରିବାର ପାଇବେ ସ୍ଵାସ୍ଥ୍ୟ ସୁବିଧା ଓ ଏହି ଯୋଜନା କାର୍ୟ୍ୟକାରୀ କରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ବ୍ଲକ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ୨୩ ଗୋଟି ମହାସଂଘର ୪ ଜଣ…
Read More...

ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ, ଶନିବାର ବନ୍ଦ ରହିବ ବସ ଓ ଅଟୋ ସେବା

ଗଂଜାମ/ହରପ୍ରସାଦ ବିଶୋୟୀ: ବାତ୍ୟା ଜଓ୍ବାଦ୍ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ୯୯ ପ୍ରତିଶତ କୂଳ ଛୁଇଁବା ସମ୍ଭାବନା ରହିଛି । ଆନ୍ଧ୍ର ପ୍ରଦେଶ, ଦକ୍ଷିଣାଞ୍ଚଳ ଓଡିଶା ଦେଇ ଏହା ପୂରୀ ଜିଲ୍ଲା ମଧ୍ୟଦେଇ ଗତି କରିବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ…
Read More...

ବ୍ରହ୍ମପୁରରେ ଫୁଟିଲା ଗୁଳି

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶଳିଆବନ୍ଧସାହି ନିକଟରେ ଯୁବକଙ୍କୁ ହୋଇଛି ଗୁଳିମାଡ । ବିଏମସି ପକ୍ଷରୁ ଶାଳିଆବନ୍ଧ ସାହିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏଭଳି ଏକ ଅଘଟଣ ଘଟିଛି । ପୂର୍ବ ଶତ୍ରୁତାକୁ…
Read More...

ଅଜଣା ଯୁବକଙ୍କ ମୃତଦେହ ଠାବ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ବୁଗୁଡା ଥାନା ଅନ୍ତର୍ଗତ ବିରିପୁର ପମ୍ପ ହାଉସ ନିକଟରୁ ଉଦ୍ଧାର ହୋଇଛି ଜଣେ ଅଜଣା ଯୁବକଙ୍କ ମୃତଦେହ । ବୁଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କର ପରିଚୟ ମିଳି ପାରି ନଥିବା ବେଳେ ମୃତ୍ୟୁର କାରଣ…
Read More...

ପହଞ୍ଚିଲାନି ଆମ୍ବୁଲାନ୍ସ; ଭାରରେ ବୁହା ହେଲା ମହିଳା ରୋଗୀ

ସାନଖେମୁଣ୍ଡି: ପୁଣି ଫେଲ ମାରିଲା ସ୍ୱାସ୍ଥ୍ୟ ବିଭାଗ ଆଉ ପ୍ରଶାସନ । ପୁଣି ଡାକ୍ତରଖାନା ଯିବା ପାଇଁ ସହାୟ ହେଲା ଖଟିଆ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ୬ କିଲୋମିଟର ବୁହା ହେଲେ ରୋଗୀ ମହିଳା । ଏଭଳି ଏକ ସମ୍ବେଦନଶୀଳ ଚିତ୍ର ସାମନାକୁ ଆସିଛି ଗଞ୍ଜାମ ପାତ୍ରପୁର…
Read More...

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଭିଜିଲାନ୍ସ ଜାଲରେ ଫସିଲେ କନଷ୍ଟେବଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଳଙ୍କ ଘରେ ଚାଲିଛି ରେଡ । ବ୍ରହ୍ମପୁର ଲୋଚାପଡାରେ କନଷ୍ଟେବଳଙ୍କ ୩ ମହଲା ଘରେ ରେଡ ଜାରି ରଖିଛି ବ୍ରହ୍ମପୁର ପୋଲିସ । ଏହା ସହିତ ନିମଖଣ୍ଡି ଘର ଓ ଭଞ୍ଜନଗର ପୈତୃକ…
Read More...

ପୁଣି କରୁଛନ୍ତି ବିପଦକୁ ଆମନ୍ତ୍ରଣ , ଡାକ୍ତରମାନଙ୍କୁ ନିଜ ନିଜ ହେଡକ୍ୱାଟର ରେ ରହିବାକୁ ନିର୍ଦେଶ

ଗଞ୍ଜାମ: ଗଞ୍ଜାମ ଜ଼ିଲ୍ଲାବାସି, ସତର୍କ ଏବଂ ସମ୍ପୂର୍ଣ ଟୀକାକରଣ ନହେଲେ ଆଗାମି ଦିନରେ ତୃତୀୟ ଲହର ସଂକ୍ରମଣରୁ ବର୍ତ୍ତିବା ସମ୍ଭବପର ହେବ ନାହିଁ । ଜନସାଧାରଣଙ୍କ ଢିଲା ଓ ଖାମଖିଆଲି ମନଭାବ ପୁଣି ଟାଣିନେବ ବିପଦ ଆଡକୁ ।ଏହି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଜ଼ିଲ୍ଲାପାଳ ବିଜୟ ଅମୃତା…
Read More...

ଗାଙ୍ଗପୁର ଥାନାର ସବୁ କର୍ମଚାରୀ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଏସ୍ପି

ହିଞ୍ଜିଳି: ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶେଷ୍ଠ ପୋଲିସ ଥାନା ଭାବରେ ପୁରସ୍କୃତ ହୋଇସାରିଛି । ଏନେଇ ଶନିବାର ଗଞ୍ଜାମ ଆରକ୍ଷୀ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ କୁମାର ରାୟ ଗାଙ୍ଗପୁର ପୋଲିସ ଟିମ୍ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧନ…
Read More...

ଦରବୃଦ୍ଧି ଆନ୍ଦୋଳନକୁ ଜୋରଦାର କଲା ବିଜେଡି

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ସରକାରଙ୍କ ବିରୋଧରେ ହିଂଜିଳିକାଟୁରେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ…
Read More...

ଜୁଆଆଡ୍ଡାରେ ଉପରେ ଚଢ଼ାଉ, ୭ ଗିରଫ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ ଲୁଚା ଛପା ଚାଲିଛି ଜୁଆ ଖେଳ । ଏମାନଙ୍କୁ ଧରିବା ପାଇଁ ପୋଲିସ ଚଳାଇଛି ଅପରେସନ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମର ଏକ ଜୁଆଆଡ୍ଡା ଉପରେ ପୋଲିସ ରେଡ କରିଛି । ଏହି ଚଢାଉରେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ…
Read More...