Browsing Tag

ganesh puja

ପବିତ୍ର ଗଣେଷ ଚତୁର୍ଥୀ, ଜାଣନ୍ତୁ ଗଜାନନଙ୍କ ପ୍ରିୟ ଭୋଗ ବିଷୟରେ…

ଭୁବନେଶ୍ୱର: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ।…
Read More...

ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୋରଣ ନିର୍ମାଣ ପାଇଁ ଆବଶ୍ୟକ ପ୍ରଶାସନର ଅନୁମତି

କଟକ: ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ତୋରଣ ନିର୍ମାଣ ପାଇଁ ଆବଶ୍ୟକ ପ୍ରଶାସନର ଅନୁମତି । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ । ରୋଡ୍‌କ୍ରସ୍‌ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର ରହିବ । ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ ବୋଲି…
Read More...

ଚକଲେଟରେ ନିର୍ମାଣ ହୋଇଛି ଗଣେଶ ମୂର୍ତ୍ତି 

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ଆବାହନ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ ପୂଜା ମଣ୍ଡପ ଶୋଭାପାଉଛି । ଚଳିତ ବର୍ଷ ବିନା କଟକଣାରେ ଗଜାନନଙ୍କ ପୂଜା ହେଉଛି । ଗଣେଶ ପୂଜା ପାଇଁ ସବୁଠି ଉତ୍ସାହ ଓ ଉତ୍କଣ୍ଠା । ହିନ୍ଦୁ ଧର୍ମରେ…
Read More...

ଆଜି ଗଜାନନ ଶ୍ରୀ ଗଣେଶଙ୍କ ପୂଜା

( ମମତା ସାମଲ) : ଆଜି ହେଉଛି ଅଗ୍ରପୂଜ୍ୟ, ବିଘ୍ନରାଜ ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ହୋଇଉଠିଛିି । ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା…
Read More...

ଚାନ୍ଦା ମାଗିଲେ ମିଳିବ ଦଣ୍ଡ

( ମମତା ସାମଲ): ଆରମ୍ଭ ହେଲା ପାର୍ବଣ ଋତୁ। ଏଥିପାଇଁ ଉତ୍ସବ ମୁଖର ହେବ ସମଗ୍ର ପରିବେଶ। ଏହି ପାର୍ବଣ ଋତୁରେ ପୂଜା ଆୟୋଜନ ନାଁରେ ଅନେକ ଅସାମାଜିକ ଲୋକ ଓ ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟରେ ଚାନ୍ଦା ମାଗନ୍ତି। ଚାନ୍ଦାକୁ ନେଇ ଅନେକ ସମୟରେ ସଂଘର୍ଷ ମଧ୍ୟ…
Read More...