ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ
ଗଜପତି/ ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଏବଂ ପୁରପଲ୍ଲୀରେ ପାଳିତ ହେଉଛି ଗଣେଶ ପୂଜା।ବିଭିନ୍ନ ସାହି ସାହିରେ ଛକ ଛକ ବିଭିନ୍ନ ଗଳିରେ କଲେଜ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଅଫିସ ମାନଙ୍କରେ ଅଗ୍ର ପୂଜା ଗଣେଶଙ୍କ ପୂଜା ଧୁମଧାମରେ…
Read More...
Read More...