Browsing Tag

Ganajam

କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି

ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ନିକଟରେ ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି । ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ସ୍କୁଟି ବୋଝେଇ ଟ୍ରକ୍‍ । ପ୍ରାୟ ୧ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…
Read More...

ବେଗୁନିଆପଡ଼ା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବା ପାଇଁ ଲାଞ୍ଚ…

ଗଞ୍ଜାମ (ବେଗୁନିଆପଡା):- ଦୁର୍ନୀତି ର ଚରମ ସୀମା ରେ ବେଗୁନିଆପଡା ବ୍ଲକ  । ବ୍ଲକ ର ବିଭିନ୍ନ ବିଭାଗ ରେ ହେଉଥିବା ଦୁର୍ନୀତି ଦିନ କୁ ଦିନ ସାମ୍ନା କୁ ଆସୁଛି  । କିଛି ମାସ ତଳେ ଆଦର୍ଶ ଗୁହାଳ ବିଲ ପାଇଁ ଲାଞ୍ଚ ନେଇ ଯେଇ ଗିରଫ ଆଉ ଆଜି ପୁଣି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଲାଞ୍ଚ  । ଭିଜିଲାନ୍ସ…
Read More...

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୃଷ୍ଣନଗର ଗାଁ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ଚାରିଜଣ ଶିଶୁ ଆହତ

ଭଞ୍ଜନଗର (ନଚିକେତ ପ୍ରଧାନ):-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୃଷ୍ଣନଗର ଗାଁ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡ଼ି ଯିବାରୁ ଚାରିଜଣ ଶିଶୁ ଆହତ ହୋଇଛନ୍ତି।ଆହତ ଶିଶୁ ମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୂଳି ଙ୍କ ପୁଅ ରୁସନ୍ ମୁଳି(୪),ନନ୍ଦିନୀ ନାୟକ ବଡ଼ ପୁଅ ରାହୁଲ…
Read More...

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତାଙ୍କ ବେଗୁନିଆପଡା ବ୍ଲକ ଗସ୍ତ

ଗଞ୍ଜାମ:ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା  ଶ୍ରୀ ଉପେନ୍ଦ୍ର କୁମାର ମିଶ୍ର ବେଗୁନିଆପଡା ବ୍ଲକର କେତେକ ଶିକ୍ଷା କେନ୍ଦ୍ର ଗସ୍ତ କରିଛନ୍ତି । ତାଙ୍କ ସହ , ଗଞ୍ଜାମ ଶିକ୍ଷା ଅଧିକାରୀ ବନ୍ଦିତା ସେନାପତି, ବେଗୁନିଆପଡା ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର ପ୍ରମୁଖ…
Read More...

ଗାଁରେ ଗୁଳିମାଡ : ଗଞ୍ଜାମ

ହିଂଜିଳି କାଟୁ (ରଜନୀ କାନ୍ତ ପାତ୍ର)  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ଗୁଳିମାଡ ହୋଇଛି । ଗୁଳି ମାଡର ଅସଲ କାରଣ ଜଣାପଡିନଥିବା ବେଳେ ବାରହା ଶୀକାର ବେଳେ ମଣିଷ ଦେହରେ ବାଜିଲା ଗୁଳି ବାଜିଥିବା ସନ୍ଦେହ କରାଯାଉଛି  । ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣକ…
Read More...

ପାଣିରେ ବୁଡି ଯୁବକ ମୃତ

ଗଞ୍ଜାମ(ହରପ୍ରସାଦ ବିଷୋୟୀ)-ପାଣିରେ ବୁଡି ଯୁବକ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତ ଯୁବକଙ୍କ ନାମ ଶଙ୍କର ପ୍ରଧାନ(୨୩) । ସୂଚନା ଅନୁଯାୟୀ ,କୈାଣସି କାର୍ଯ୍ୟରେ ଗତ ମଙ୍ଗଳବାର ବେଗୁନିଆପଡା ସ୍ଥିତ ଓଡନଇଁ ଗ୍ରାମକୁ ଯାଇଥିଲେ…
Read More...