Browsing Tag

gajapati

ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିନି ଦଫା ଦାବି ନେଇ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଗଜପତି / ବିବେକାନନ୍ଦ  ବେହେରା :   ଶିକ୍ଷକ ଫେଡରେସନର ଧାରଣ ୬ ଦିନରେ ପହଞ୍ଚିଛି । ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ  ଫେଡରେସନ ପକ୍ଷରୁ  ଗୋଶାଣୀ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମାନେ ଆଜକୁ    6 …
Read More...

ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଇଂଜିନିୟରସ ଦିବସ ପାଳିତ

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଶ୍ୱନାଥ କନଫେରାନ୍ସ ହଲ ଠାରେ ଇଂଜିନିୟରସ ଦିବସ ପାଳିତ ହୋଇ ଯାଇଛି। ଏହି ବୈଠକରେ ମମତା କୁମାରୀ ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଇଂଜିନିୟର…
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିନି ଦଫା ଦାବି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ…

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମାନେ ଧାରଣା ଦେଇଛନ୍ତି।ରାଜ୍ୟ ସଂଘ ଓ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ତିନି…
Read More...

ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ 

ଗଜପତି ( ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡେମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି  ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାକୁ ଅଭିଯୋଗ ଶୁଣାଣି ନିମିତ୍ତ ଗତ ତା…
Read More...

କୃଷି ବିଭାଗ କ୍ୟାଡର ପୁନର୍ବିନ୍ୟାସର ବିଳମ୍ବ ପ୍ରତିବାଦରେ ଗଜପତି ଜିଲ୍ଲା କୃଷି ଅଧିକାରୀଙ୍କ ସମୂହ ଛୁଟି

ଗଜପତି/ ବିବେକାନନ୍ଦ ବେହେରା: ଓଡ଼ିଶାର କୃଷି କ୍ଷେତ୍ରରେ କୃଷକର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ସମସ୍ତ କୃଷି ବିଭାଗ ମୁଖ୍ୟ ଅଙ୍ଗ ଭଳି କାର୍ଯ୍ୟକରୀ ଆସୁଛି।କିନ୍ତୁ ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନା କୃଷି ବିଭାଗ ଉପରେ ବିଭିନ୍ନ ଦାୟିତ୍ୱ ହେଉଥିବା ଓ ଅଧିକାରୀ ମାନେ ଦାୟିତ୍ୱ…
Read More...

ପାରଳାଖେମୁଣ୍ଡି ପୌର ପରିଷଦରେ ନିଖିଳ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ୟ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ କାର୍ୟ୍ୟାଳୟ ଠାରେ ପତାକା ଉତ୍ତୋଳନ କରିବା ସହ ସହରବାସୀଙ୍କୁ ପରିବେଶ ସ୍ୱଚ୍ଛ ଓ…
Read More...

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼

ଗଜପତି : ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। | ପୂର୍ବତନ DFO ଓ ରୋଷେୟାଙ୍କ ନାଁରେ NBW ଜାରି | ମୃତ ସୌମ୍ୟରଞ୍ଜନ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି। ୩ ଜଣ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ପରେ ୭ ଜୁଲାଇ ସୁଦ୍ଧା…
Read More...

୮୦କେଜି ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ଢାକୁରଗୁଡା ଅଞ୍ଚଳରୁ ଗଞ୍ଜେଇ ଜବତ କଲା ପୋଲିସ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ଗଜପତି ସୀମାନ୍ତ ଢାକୁରଗୁଡ଼ା ଅଞ୍ଚଳରୁ ୮୦ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ । ସୂଚନା ମୁତାବକ ପଦ୍ମପୁର ଥାନା ଏସ୍ ଆଇ ପ୍ରଜ୍ଞାଶ୍ରୀ ନାୟକ ଷ୍ଟାଫ ଙ୍କ…
Read More...

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ

କେନ୍ଦ୍ରାପଡ଼ା, ଗଞ୍ଜାମ ପରେ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ କ୍ଷ ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ…
Read More...

ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତ୍ତିରୁପତି ରାଓ ମୁଖ୍ୟ ଅତିଥି…
Read More...