ଏସ୍ କେ.ସି.ଜି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର
ଗଜପତି: ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଆଗାମୀ ସମୟରେ ୧୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ମହାବିଦ୍ୟାଳୟର ରେଡ଼କ୍ରସ ଶାଖା ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ୧୨୫ତମ ସ୍ବନକ୍ଷତ୍ର ଦିବସ ମହାବିଦ୍ୟାଳୟ ପାଳନ କରିବାକୁ…
Read More...
Read More...