Browsing Tag

Gajalaxmi Puja

ବିରାଜିଛନ୍ତି ଗଜଲକ୍ଷ୍ମୀ, ଭୁବନେଶ୍ଵରଠୁ ଢେଙ୍କାନାଳ ସବୁଠି ଉତ୍ସବ ମୁଖର

ଭୂବନେଶ୍ଵର: ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି…
Read More...

ସମ୍ପର୍ଣ୍ଣ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ

କଣ୍ଟାପଡା/ଗୁରୁ ମହାପାତ୍ର : କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗ୍ରାମ ପଞ୍ଚାୟତ କୋଠା ପାଟଣା ଗ୍ରାମରେ ଦୀର୍ଘ ୨୭ବର୍ଷ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଛି। ଅଞ୍ଚଳରେ ବିଭିନ୍ନ ପୂଜା ଅନୁଷ୍ଠାନ ରେ ସମ୍ବର୍ଦ୍ଧନା ଉତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହି ପୂଜା…
Read More...

ପାରଳାଖେମୁଣ୍ଡି ସହରରେ ଗଜ ଲକ୍ଷ୍ମୀ ପୂଜା ପାଳିତ

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ପୂଜା କମିଟି ପକ୍ଷରୁ ୩୯ ତମ ଗଜ ଲକ୍ଷ୍ମୀ ପୂଜା ଅତି ଆଡମ୍ବରରେ ପାଳିତ ହୋଇ ଯାଇଛି।ଆଗାମୀ ୯ ଦିନ ବ୍ୟାପି ଏହି ପୂଜା ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ଏହି ପୂଜା ମଣ୍ଡପରେ ପ୍ରତିଦିନ…
Read More...

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଁଇ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ଆଗକୁ ଆସୁଛି ପାର୍ବଣ ଋତୁ | ଆଉ ପାର୍ବଣକୁ ଖୁବ ଆଡମ୍ବରର ସହିତ ପାଳନ କରିବେ ଓଡିଶାବାସୀ | ପ୍ରଥମେ ଦଶହରା ଆଉ ପରେ ପରେ ଗଜଲକ୍ଷ୍ମୀ ପୂଜା |କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ କହିଲେ ଟିକିଏ ନିଆରା | ଗଜଲକ୍ଷ୍ମୀ ପୂଜା ପାଁଇ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଓଡିଶା…
Read More...