Browsing Tag

Forest Department

ବାଇକ ସହିତ ୨୦ କେଜି ବାରହା ମାଂସ ଜବତ

ବୌଦ୍ଧ:- ବାଇକରେ ଚାଲାଣ ହେଉଥିଲା ବାରହା ମାଂସ ବାଟରେ ମାଡ଼ିବସିଲା ବନବିଭାଗ ଟିମ୍ । ଜଙ୍ଗଲରେ ମାଂସ ବସ୍ତା ଫିଙ୍ଗି ଫେରାର ମାରିଲେ ଚାଲାଣକାରୀ । ବାଇକ ସହିତ ୨୦ କେଜି ବାରହା ମାଂସ ଜବତ କଲା ମାଧପୁର ବନବିଭାଗ । ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ । ସୂଚନା ଅନୁଯାୟୀ…
Read More...

ନିଜର ସୁରକ୍ଷା ପାଇଁ ୩ ଦଫା ଦାବି ନେଇ ସରକାରଙ୍କୁ ଗୁହାରି କରିଛନ୍ତି ବନଖଣ୍ଡ କର୍ମଚାରୀ

ରାଇରଙ୍ଗପୁର-: ନିକଟରେ ହିନ୍ଦୋଳ ବନରକ୍ଷୀ ପ୍ରହଲ୍ଲାଦ‌ ପ୍ରଧାନଙ୍କ ଶିକାରୀଙ୍କ ଦ୍ଵାରା ହତ୍ୟା ବନଖଣ୍ଡ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି । ତେଣୁ ନିଜର ସୁରକ୍ଷା ନେଇ ସେମାନେ ଏବେ ସରକାରଙ୍କୁ ୩ ଦଫା ଦାବି ନେଇ ଗୁହାରି କରିଛନ୍ତି ଏବଂ ଜୁନ ୧୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସେମାନେ…
Read More...

୪ ଘଣ୍ଟା ପରେ କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ

ବାରିପଦା: ଧରା ପଡିଲା କଲରାପତରିଆ ବାଘ । ବାରିପଦା ସହର ଭିତରୁ ଧରାପଡିଲା ବାଘ । ବନ ବିଭାଗ ପହଞ୍ଚି ଟ୍ରାଙ୍କୁଲାଇଜ ଟିମ ସାହାର୍ଯ୍ୟରେ ବାଘକୁ ଦୀର୍ଘ ୪ ଘଣ୍ଟା ପରେ କାବୁ କରିଛି । ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିବଲା । ଖବର ପ୍ରଚାର ହେବା ପାର…
Read More...

ଘର ଭିତରୁ ହରିଣ ଉଦ୍ଧାର କଲା ବନ ବିଭାଗ

କେନ୍ଦୁଝର/ ବିଜୟ କୁମାର କାରୁଆ : ଘର ଭିତରୁ ହରିଣ ଉଦ୍ଧାର କଲା ବନ ବିଭାଗ । କେନ୍ଦୁଝଟ ଜିଲ୍ଲା ସାହାରପଡା ବନପାଳ ବିଭାଗ ଅନ୍ତର୍ଗତ ଭଣ୍ଡାରିବିଲା ଗ୍ରାମ ରୁ ଭୀମସେନ ମହାନ୍ତ ଙ୍କ ଘରୁ ବନପାଳ ଅଧିକାରୀ ଭୂପତି ସେଠୀ,ବନ କର୍ମଚାରି ମିଳିତ ଭାବେ ଏକ ହରିଣ ଉଦ୍ଧାର କରିଛି । ସୂଚନା ଅନୁଯାୟୀ,…
Read More...

ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କଲା ବନବିଭାଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ୨ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ । ବାଲେଶ୍ୱର ବନ ବିଭାଗ ପକ୍ଷରୁ ହାତୀଖୁଲିଆ ସେକ୍ସନର ଫରେଷ୍ଟର ପଦ୍ମାବତୀ ବେହେରା ଓ ଫରେଷ୍ଟଗାର୍ଡ ପ୍ରମିଳା ସେଶଙ୍କୁ ନିଲମ୍ବନ କରାଯାଇଛି । କିଛି ଦିନ ତଳେ କୁଲଡ଼ିହା ରେଞ୍ଜ୍…
Read More...

ଆଜି ଠାରୁ ସାମୁଦ୍ରିକ ମାଛ ଧରା ଉପରେ କଟକଣା ଲଗାଇଛି ବନବିଭାଗ

ଅସ୍ତରଙ୍ଗ: ଆରମ୍ଭ ହୋଇ ଯାଇଛି ବିରଳ ଅଲିଭ ରିଡଲେ କଇଛ ପ୍ରଜନନ ଋତୁ । ଏଥିପାଇ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ପାଇଁ ଓଡିଶା ଉପକୂଳରେ ସାମୁଦ୍ରିକ ମାଛ ଧରା ଉପରେ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଯାରି କରାଯାଇଛି । ଏହି ନିୟମ ଆଜି ଠାରୁ କାର୍ଯ୍ୟକାରୀ ହେବ । ଏଥି…
Read More...

ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର କଲେ ବନ ବିଭାଗ

କେନ୍ଦ୍ରାପଡା: କେନ୍ଦ୍ରପଡାରେ ଲାଗି ରହିଛି କୁମ୍ଭିର ଅତଙ୍କ । ଗାଁ ରୁ ଧରା ହେଲା ଆଉ ଏକ ବଉଳା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମରୁ ଧରା ହୋଇଛି ଆଉ ଏକ ବଉଳା କୁମ୍ଭୀର । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ…
Read More...

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ୫୦ ଖଣ୍ଡ ଚୌକାଠ ଜବତ କରିଛି ବନବିଭାଗ

କରଞ୍ଜିଆ / ବସନ୍ତ କୁମାର ସୋରେନ : ଠାକୁରମୁଣ୍ଡା ରେଞ୍ଜର ଅଞ୍ଚଳରୁ ଜବତ ହୋଇଛି ଚୌକାଠ । କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ବନ ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ୫୦ ଖଣ୍ଡ ଶାଳ ଚୌକାଠ ଜବତ କରିଛି । ଜବତ କାଠର ଅନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ କହିଛି।…
Read More...

ଚାରୋଟି ବାଘ ଛାଲ ସହ ୩ଜଣଙ୍କୁ ଗିରଫ କଲା ବନ ବିଭାଗ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ତଥା ବାରିପଦା ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୋଟିଏ କି ଦୁଇଟି ନୁହେଁ ବରଂ ଏକ ସାଗରେ ଚାରି ଚାରି ଟି ବାଘ ଛାଲ ଜବତ କରିଛି ବନ ବିଭାଗ। ବାରିପଦା ବନଖଣ୍ଡ ଅଧିନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ଚଢାଉ କରି ଏକ ସାଙ୍ଗରେ…
Read More...

ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶି ବନ୍ଧୁକ ସାହାଯ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା ସହିତ ଜନ୍ତୁ ଶିକାର ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ…
Read More...