ତମାନପଲ୍ଲୀ ଠାରେ ସହିଦ୍ ତାମଦୋରା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତମାନପଲ୍ଲୀ ଠାରେ ଆଜି ସହିଦ୍ ସୁନାମ ତାମଦୋରା ମହିଳା ଫୁଟବଲ ଟୁର୍ଣ୍ଣାମେଂଟର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ ରେ ଦୁଇ ଦଳ ବହୁ ଭଲ ପ୍ରଦର୍ଶନ କରିବା ସହ ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ଆଜି ଫାଇନାଲରେ ପ୍ରବେଶ କରିଛି ।…
Read More...
Read More...