ବନ୍ୟା ଓ ଜଳବନ୍ଦୀ ସମସ୍ୟା ଯୋଗୁଁ ଭଦ୍ରକ ଓ ଯାଜପୁରରେ ୧୭୪ଟି ସ୍କୁଲ ଛୁଟି
ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା ଏବଂ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ଆଜି ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲାର ତିନୋଟି ବ୍ଲକ୍ - ଭଦ୍ରକ, ତିହିଡ଼ି ଏବଂ ଚାନ୍ଦବାଲି -…
Read More...
Read More...