Browsing Tag

flood

ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ଭାସିଗଲା ଘର ଦ୍ଵାର, ଅନେକ ଲୋକ ନିଖୋଜ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦାଉ ସାଜୁଛି ଭୟଙ୍କର ବନ୍ଯା। ଯେତେବେଳେ କିଛି ସ୍ଥାନରେ ନୂଆ ବର୍ଷ ପାଳନ କରାଯାଉଛି ବର୍ତ୍ତମାନ ଆଫଗାନିସ୍ତାନରେ ବନ୍ଯା ତାର କରାଳ ରୁପ ଦେଖାଉଛି। ଆଫଗାନିସ୍ତାନ ପୁଣିଥରେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ…
Read More...

ପ୍ରବଳ ବର୍ଷା ପରେ ୟୁଏଇରେ ଏବେ ବନ୍ୟାର ପରିସ୍ଥିତି

ବର୍ଷାରେ ବୁଡିଲା UAE । ପ୍ରବଳ ବର୍ଷା ପରେ ୟୁଏଇରେ ଏବେ ବନ୍ୟାର ପରିସ୍ଥିତି । ହସ୍ତଗତ ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAE ର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି ଆଉ ଏଠାରେ ବର୍ଷାର ପରିମାଣ ଏତେ ମାତ୍ରାରେ ଥିଲା ଯେ । ପ୍ରବଳ ବର୍ଷା…
Read More...

ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ସବୁ ସ୍ଥାନରେ ବିପଦ ସଂକେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ ସ୍ଥିତି ସ୍ୱାଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱାଭାବିକ ରହିଛି । ସେପଟେ ଭଟ୍ଟାରିକାଙ୍କ ମନ୍ଦିର…
Read More...

କମୁଛି ହୀରାକୁଦ ଜଳସ୍ତର, ଫୁଲୁଛି ମହାନଦୀ

ସମ୍ବଲପୁର: କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ଜଳ ଭଣ୍ଡାରର ଜଳସ୍ତର ଅଛି ୬୨୬.୪୧ ଫୁଟ୍ । ଡ୍ୟାମ୍‌ର ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ ଜଳ । ସେହିପରି ନିଷ୍କାସନ ହେଉଛି ୪ ଲକ୍ଷ ୨୪ ହଜାର ୧୪୭ କ୍ୟୁସେକ ଜଳ…
Read More...

ପୁଣି ଭାଷିଲା ଉତ୍ତର ଭାରତ, ଜଳକାରେ ବନ୍ୟା, ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା

ବାଲେଶ୍ଵର: ଜଳକା ନଦୀରେ ପୁଣି ବନ୍ୟା ହୋଇଛି । ଉପର ମୁଣ୍ଡରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ୪ର୍ଥ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ୬. ୫୦ମିଟର ଥିବା ବେଳେ ଶୁକ୍ରବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି ୬. ୭୧ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆସିବା ଫଳରେ ବସ୍ତା…
Read More...

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଯମୁନା, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉଛୁଳିଛି ଯମୁନା । ରାଜଧାନୀ ବାସୀଙ୍କୁ ଡରାଉଛି ନଦୀ । ବର୍ତ୍ତମାନ ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାନକ ରହିଛି । ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଉଛି । କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର…
Read More...

କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍‌ର ବନ୍ୟାଜଳ । ଏନ୍ଏଚ୍ ୩୨୬ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ । ମୋଟୁ ସହ ଆନ୍ଧ୍ର ଓ ତେଲାଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ବ୍ରିଜର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ । ଯେଉଁଥିପାଇଁ ସାଧାରଣ ଲୋକେ ନାହିଁ ନଥିବା…
Read More...

‘ଆଶ୍ରୟସ୍ଥଳୀକୁ ଆସନ୍ତୁ, ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି’: ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି । ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି । ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଂଚାୟତ ପ୍ରଭାବିତ…
Read More...

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ନଦୀରେ ବଢୁଛି ଜଳସ୍ତର

ବାଲେଶ୍ଵର: ପୁଣି ଉଛୁଳିଲା ଉତ୍ତର ଓଡିଶା । ବନ୍ୟାରେ ଭାଷିଲାଣି ଗାଁ ଗଣ୍ଡା । ସୁବର୍ଣ୍ଣରେଖାରେ ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଛି। ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ ପାଣି  ଘେରରେ…
Read More...

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌

ସମ୍ୱଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ । ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର । ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ଷା ଜଳ…
Read More...