ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ନଦୀରେ ବଢୁଛି ଜଳସ୍ତର
ବାଲେଶ୍ଵର: ପୁଣି ଉଛୁଳିଲା ଉତ୍ତର ଓଡିଶା । ବନ୍ୟାରେ ଭାଷିଲାଣି ଗାଁ ଗଣ୍ଡା । ସୁବର୍ଣ୍ଣରେଖାରେ ଚଳିତ ବର୍ଷର ଷଷ୍ଠ ବନ୍ୟା ଏବଂ ବୈତରଣୀରେ ଦ୍ବିତୀୟ ବନ୍ୟା ଆସିଛି। ଦୁଇ ନଦୀର ଜଳସ୍ତର ବଢ଼ିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । କେନ୍ଦୁଝର, ବାଲେଶ୍ୱର, ଭଦ୍ରକର ଅନେକ ଗାଁ ପାଣି ଘେରରେ…
Read More...
Read More...