Browsing Tag

flight

ଜାଣନ୍ତି କି ଫ୍ଲାଇଟ୍ ନଂ ୯୧୪ ବିମାନ ପଛର ଅସମାହିତ କାହାଣୀ…

ନୂଆଦିଲ୍ଲୀ ; ଥରେ ଭାବନ୍ତୁ ତ ଯଦି ଏକ ବିମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡାଣ ଭରିବା ବେଳେ ଅଚାନକ ମଝି ଆକାଶରେ ଅଦୃଶ୍ୟ ହୋଇଯାଏ ଏବଂ ଏହାର କୌଣସି ଖୋଜ୍ ଖବର ନମିଳେ ତେବେ କ’ଣ ହେବ ? ଏପରି ସ୍ଥଳରେ ସ୍ୱଭାବିକ ଭାବରେ ଆପଣଙ୍କ ମନକୁ ଏହି କଥା ଆସିବ ଯେ କଣ ବିମାନଟି ଦୁର୍ଘଟଣାର ଶିକାର…
Read More...

ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ-: ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣା ଜଣାପଡିବା ପରେ, ବିମାନଟିକୁ ବିମାନବନ୍ଦରର ଆଇସୋଲେସନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପାଇଁ ରଖାଯାଇଥିଲା ଏବଂ ବିମାନରେ ଥିବା…
Read More...

ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ…
Read More...

୩୬ ହଜାର ଫୁଟ ଉଚ୍ଚତାରେ ବିନା ପାଇଲଟରେ ଉଡ଼ି ଚାଲିଥିଲା ବିମାନ

ଜର୍ମାନୀ-: ବିନା ପାଇଲଟରେ ମଝି ଆକାଶରେ ଉଡୁଥିଲା ବିମାନ । ୧-୨ ମିନିଟ୍ ପାଇଁ ନୁହେଁ ବରଂ ପ୍ରାୟ ୧୦ ମିନିଟ୍ ପାଇଁ  ଉଡିଥିଲା ବିମାନ । ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ ଯାଉଥିଲା ।  ଯେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିଲା ଏହା ପାଇଲଟ…
Read More...

ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ବନ୍ଦ ହୋଇଥିବା ଦେଶର ୩୨ଟି ବିମାନବନ୍ଦରକୁ ପୁଣି ଥରେ ବେସାମରିକ ବିମାନ ଉଡ଼ାଣ ପାଇଁ ଖୋଲାଯାଇଛି । ସୋମବାର ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ) ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଏଆଇ ଏହି ବିମାନ…
Read More...

ଦିଲ୍ଲୀରୁ ଶିରିଡି ଯାଉଥିବା ଏକ ବିମାନରେ ଜଣେ ଏୟାର ହଷ୍ଟେସଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଗିରଫ

ଦିଲ୍ଲୀ-: ଦିଲ୍ଲୀ-ଶିରିଡି ବିମାନରେ ଜଣେ ଏୟାର ହଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ମଦ୍ୟପ ଯାତ୍ରୀଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣା ଇଣ୍ଡିଗୋର ଦିଲ୍ଲୀ-ଶିରିଡି ବିମାନରେ ଘଟିଥିଲା । ପୋଲିସ ସୂଚନା ମୁତାବକ, ଯାତ୍ରୀ ଜଣକ ବିମାନ ଶୌଚାଳୟ ନିକଟରେ ଏୟାର ହଷ୍ଟେସଙ୍କୁ…
Read More...

ଓଡିଶା ପାଇଁ ଖୁସି ଖବର; ଏଥର କଳାହାଣ୍ଡିରୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଓଡିଶା ପାଇଁ ଖୁସି ଖବର, ଖୁବଶିଘ୍ର ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ଉଡିବ ବିମାନ । ଏହା ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ ଭରିବ । ଗତମାସରେ ଡିଜିସିଏ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି…
Read More...

ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ

ମୁମ୍ବାଇ : ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ । ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ । ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର…
Read More...

ମେ’ ୨୫ ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ବିମାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତା ମେ’ ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ…
Read More...

୧୪ ରୁ ଉଡିବ ଦୁବାଇରୁ ଭୁବନେଶ୍ୱରକୁ ପ୍ରଥମ ବିମାନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ ବୋଲି ଜଣାପଡିଛି । ପ୍ରବାସୀ ଭାରତୀୟ ଓ ୟୁଏଇରେ ଥିବା…
Read More...