ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ
ନୂଆଦିଲ୍ଲୀ:- ସେପ୍ଟମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ । ଏଥିପାଇଁ ଏବେ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଚୟନ କମିଟି । ତେବେ ଏସିଆ କପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ପାଖାପାଖି ୨ ମାସ ହେବ ହାର୍ଦ୍ଦିକ…
Read More...
Read More...