Browsing Tag

FIH hockey world cup

କଳିଙ୍ଗରେ ଭାରତର ବିଜୟ : ପୁରୁଷ ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗରେ ଭାରତର ବିଜୟ | ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ । ଏଫଆଇଏଚ ହକି ବିଶ୍ୱକପ୍-୨୦୨୩ରେ ଭାରତର ଏହା ଦ୍ୱିତୀୟ ବିଜୟ ଅଟେ । ଭାରତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥଇବା ବେଳେ ଗେଟିଏ ମ୍ୟାଚ ଡ୍ର ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ପ୍ରଥମ…
Read More...

ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ: ବାରବାଟୀ ଆସିବେ ରଣବୀର ସିଂହ ଓ ଦିଶା ପଟାନୀ

କଟକ : ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ସାମିଲ ହେବେ ରଣବୀର ସିଂହ ଓ ଦିଶା ପଟାନୀ | ଏଣୁ ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ଅନଲାଇନ୍ ଟିକେଟ୍ ବିକ୍ରି । କଟକ ବାରବାଟୀ ଷ୍ଟାଡିୟମରେ ୧୧ ତାରିଖରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଦିନ ୧୨ଟାରୁ ପେଟିଏମ୍ ଇନସାଇଡରରେ ଏହି…
Read More...

ଆଚାର୍ଯ୍ୟ ବିହାର ଛକରୁ ଏଜି ଛକ ଏବଂ କଳ୍ପନା ଚାଲି ଚାଲି ସ୍ଥିତି ସମୀକ୍ଷା କଲେ ବିଡ଼ିଏ ଉପାଧ୍ୟକ୍ଷ

ଭୂବନେଶ୍ୱର : ହକି ବିଶ୍ଵକପ ପାଇଁ ବିଡ଼ିଏର ତତ୍ପରତା।  ଆଚାର୍ଯ୍ୟ ବିହାର ଛକରୁ ଏଜି ଛକ ଏବଂ କଳ୍ପନା  ଚାଲି ଚାଲି ସ୍ଥିତି ସମୀକ୍ଷା କରିଛନ୍ତି ବିଡ଼ିଏ ଉପାଧ୍ୟକ୍ଷ  ବଲବନ୍ତ ସିଂ ।  ବିଡ଼ିଏର କେଉଁଠି ରାସ୍ତା ସମସ୍ୟା ରହିଛି, ଳାଇଟ୍ ବ୍ୟବସ୍ଥା ହୋଇନି  ଏହିସବୁ ର ସମୀକ୍ଷା କରିଛନ୍ତି।…
Read More...

ହକି ବିଶ୍ୱକପ: ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ମାସ 15 ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ 2022 । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 22 ତାରିଖ ଅପରାହ୍ନ 5 ତାରିଖରେ ଲୋକସେବା କନଭେନ୍ସନ ହଲରେ ବସିବ ଏହି ବୈଠକ । ବୈଠକରେ ହକି ବିଶ୍ୱକପ ଆୟୋଜନ ବାବଦରେ…
Read More...

ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ୱର : ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୩ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେବ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମ ଗେଟ୍‌ -୮ରେ ଥିବା ବକସ ଅଫିସରେ ଅଫ ଲାଇନ୍‌ ଟିକଟ ବିକ୍ରି…
Read More...

FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ର ଝିଅ ଅଜମିନା କୁଜୁର ମନୋନୀତ

ଭୁବନେଶ୍ୱର: FIH  ୨୦୨୨ରେ ଓଡ଼ିଶା ପାଇଁ ଗୌରବ ଆଣିପାରେ ସୁନ୍ଦରଗଡ଼ର ଝିଅ। ୨୦୨୨ ମସିହା ଏପ୍ରିଲ ୧ ରୁ ଦକ୍ଷିଣ ଆଫ୍ରିକାରେ FIH ହକି ମହିଳା ଜୁନିୟର ବିଶ୍ୱକପ ଆରମ୍ଭ ହେବ । ତେବେ ଏହି ମ୍ୟାଚ ପାଇଁ ଓଡିଶାର ଅଜମିନା କୁଜୁର ଜୁନିଅର ଭାରତୀୟ ମହିଳା ହକି ଦଳରେ ଖେଳିବା ପାଇଁ ମନୋନୀତ…
Read More...