Browsing Tag

FIFA

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-କତର ମୁକାବିଲା

ଭୁବନେଶ୍ୱର : କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-କତାର | ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ…
Read More...

ହକି ପରେ ଫୁଟବଲକୁ ଫୋକସ : ଭୁବନେଶ୍ବରରେ ହେବ ଦେଶର ପ୍ରଥମ ଫୁଟ୍‌ବଲ ଟାଲେଣ୍ଟ ଏକାଡେମୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି । ଥରେ ନୁହେଁ; ଓଡ଼ିଶା…
Read More...

ଜିତ ପରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

ବ୍ୟୁରୋ : ଫିଫା ବିଶ୍ବକପରେ ଟ୍ରଫି ନେଇଛି ଆର୍ଜେଣ୍ଟିନା । ଫାଇନାଲରେ ମୁକୁଟ ପିନ୍ଧିଛି ଭାଗ୍ୟଶାଳୀ ଆର୍ଜେଣ୍ଟିନା ଦଳ । ଏଥିସହ ଆର୍ଜେଣ୍ଟିନାର ମହାନ ଖେଳାଳିଙ୍କ ପାଇଁ ଏ ଥିଲା ସ୍ମରିଣୟ ଜିତ | ଏହି ଜିତର ସ୍ୱପ୍ନକୁ ସତର ବର୍ଷ ହେଲା ଅପେକ୍ଷାକରିଥିଲେ ସେହି ମହାନ ଖେଳାଳି ଲିଓନେଲ୍ ମେସି ।…
Read More...

ୟୁକ୍ରେନ୍‌-ରୁଷିଆ ଯୁଦ୍ଧବିରତି ପାଇଁ ଫିଫାର ଅନୁରୋଧ

ଦୋହା: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ-ରୁଷିଆ ଯୁଦ୍ଧରେ ବିରତି ଆଣିବାକୁ ଫିଫା ଅନୁରୋଧ କରିଛି। କାତାର ବିଶ୍ବକପ୍‌ ୨୦୨୨ରୁ ସକାରାତ୍ମକ ସନ୍ଦେଶ ନେଇ ଯୁଦ୍ଧବିରତି ପ୍ରସ୍ତାବ ଦେଇଛି ଫିଫା। ‌ଇଣ୍ଡୋନେସିଆର ବାଲିରେ ଆରମ୍ଭ ହୋଇଥିବା ଜି୨୦ ସମ୍ମିଳନୀ ଅବସରରେ ଫିଫା ସଭାପତି ଜିଆନି…
Read More...

ଏଆଇଏଫ୍‌ଏଫ୍‌କୁ ବାସନ୍ଦ କଲା ଫିଫା

ଭୁବନେଶ୍ୱର : ଭାରତୀୟ ଫୁଟ୍‌ବଲ୍‌କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନ ବା AIFFକୁ ସସପେଣ୍ଡ କଲା ବିଶ୍ୱ ପୁଟବଲର ଶୀର୍ଷ ସଙ୍ଗଠନ । FIFA ବ୍ୟୁରୋ ଅଫ ଫିଫା କାଉନ୍ସିଲ ସର୍ବସମ୍ମତି କ୍ରମେ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବନ ପାଇଁ ନିଷ୍ପତ୍ତି ନେଇଛି ଏବଂ ଏହାକୁ…
Read More...