Browsing Tag

festival

ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ ପାଇଁ ଶୁଭ ସମୟ ଧାର୍ଯ୍ୟ

ବଲାଙ୍ଗିର: ଆଜି ରାଜ ପୁରୋହିତଙ୍କ ଦ୍ୱାରା ନୂଆଖାଇ ‘ଲଗ୍ନା’ ଘୋଷଣା କରାଯାଇଛି। ଏହି ଘୋଷଣା ଏଠାକାର ଶୈଳଶ୍ରୀ ପ୍ୟାଲେସରେ କରାଯାଇଥିଲା। ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ନୂଆଖାଇର ଫସଲ ପର୍ବର ଗୁରୁତ୍ୱ ରହିଛି। ଫଳସ୍ୱରୂପ ଏହି ପର୍ବର ସୂକ୍ଷ୍ମ ବିବରଣୀକୁ ଧ୍ୟାନ ଦିଆଯାଏ। ସବୁକିଛି…
Read More...

ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଆଜିଠୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ

ପୁରୀ-: ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଶେଷ ହେବା ପରେ ଆଜିଠୁ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହେବ । ୨୧ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି ଆରମ୍ଭ ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ,…
Read More...

ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ

ପୁରୀ-: ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ । ଭଗବାନ ଶ୍ରୀବିଷ୍ଣୁଙ୍କ ରାମବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ ।  ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ…
Read More...

ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ

ବ୍ୟୁରୋ-: ରାମନବମୀଙ୍କୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିହୋଇ ଆସିଛନ୍ତି। ଆଜି ସକାଳୁ ଚଳଚଞ୍ଚଳ ହୋଇପଡ଼ିଛି ମଠ ଓ ମନ୍ଦିର । ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଏଣୁ ଆଜି ଓଡ଼ିଶାର ସମସ୍ତ…
Read More...

ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜା

ବ୍ୟୁରୋ: ଅଧର୍ମ ଉପରେ ଧର୍ମର ଜୟ ।ଅସତ୍ୟ ଉପରେ ସତ୍ୟର ବିଜୟ । ସୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ତେଣୁ ସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’…
Read More...

ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା

ଭୁବନେଶ୍ୱର: ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ମା’ଙ୍କ ଆଗମନରେ ଗାଁ ଠୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି…
Read More...

ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱାରୀ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ଧଵଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି  l ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା ସମଲେଶ୍ୱରୀ କେବଳ ମହାଳୟାରେ ଶ୍ଵେତବର୍ଣ୍ଣ ରେ ଦର୍ଶନ ଦେଇଥାନ୍ତି  l ଏହାକୁ ଗଙ୍ଗା ଦର୍ଶନ…
Read More...

ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ମହାଆଡମ୍ବର ଭାବରେ ଷୋଡଶ ଉପଚାର ପୂଜା

ଗଞ୍ଜମ ଜିଲ୍ଲା/ରଜନୀକାନ୍ତ ପାତ୍ର:  ଦେବୀଙ୍କର ପର୍ବପର୍ବାଣି ମାନଙ୍କ ମଧ୍ୟରେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମି ଠାରୁ  ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ  ଷୋହଳ ଦିନା ପର୍ବ ବିଶେଷ ପ୍ରସିଦ୍ଧ ଅଟେ । ତନ୍ମଧ୍ୟରୁ ଆଶ୍ୱିନ ଅମବାସ୍ୟା ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ  ଏହି ୯ ଦିନକୁ ମାତା…
Read More...

ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡି

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ବେଳେ ଅଘଟଣ । ପୁରୀରେ ଛିଣ୍ଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡି । ମାର୍କେଟ ଛକ ନିକଟରେ ଦଉଡି ଛିଣ୍ଡିବାରୁ ଘଟିଛି ଅଘଟଣ । ରଥ ଦଉଡ଼ି ଛିଡ଼ିବାରୁ ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।…
Read More...

ମହା ଆଡମ୍ବରରେ ପାଳନ ହେଉଛି ଇଦ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଇଦ୍ ଉଲ ଫିତର୍ । ଯାହାକି ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ । ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ମସଜିଦ୍ ଓ ଇଦଗା ମୈଦାନ । ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। ଗତକାଲି ଶେଷ…
Read More...