ଫେକ ସୀମ୍ କାର୍ଡ ଜବତ ମାମଲା; ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ଫେକ ସୀମ୍ କାର୍ଡ ଜବତ ମାମଲା । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ରେ ଆଣିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶ କୁ ଅଧିକା ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସାଇ ପ୍ରକାଶ ବିଏସଏନଲର ଡିଲର୍ ଥିଲା । ଅବିନାଶ ସେଠାରେ କର୍ମଚାରୀ ଭାବେ କାମ…
Read More...
Read More...