Browsing Tag

Entertainment

ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ…

ମୁମ୍ବାଇ:ଇରଫାନ ଖାନଙ୍କ ଶେଷ ଚଳଚ୍ଚିତ୍ର ‘ଦ ସଙ୍ଗ ଅଫ ସ୍କୋରପିୟନ’ ଆଗାମୀ ଏପ୍ରିଲ ୨୮ରେ ଇରଫାନଙ୍କ ତୃତୀୟ ଶ୍ରାଦ୍ଧ ବାର୍ସିକରେ ରଲିଜ ହେବ । ଏହାର ଟ୍ରେଲର କାଲି ରିଲିଜ ହୋଇଛି । ଏହି ଫିଲ୍ମରେ ଇରଫାନ ଜଣେ ଓଟ ବ୍ୟବସାୟୀ କ୍ୟାରେକ୍ଟରରେ ଦେଖିବାକୁ ମିଳିବ । ଜଣେ ଓଟ ବ୍ୟବସାୟୀ ପ୍ରେମରେ…
Read More...

ରୋମାନ୍ସ କରିବେ ବିକି କୌଶଲ, ସାରା ଅଲ୍ଲୀ ଖାନ

ମୁମ୍ବାଇ:ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିଛି । ଯୋଉଁଠାରେ ପ୍ରଥମ ଥର ବିକି କୌଶଲ ଓ ସାରା ଅଲ୍ଲୀ ଖାନଙ୍କ ରୋମାନ୍ସ ବଡ ପରଦାରେ ଦେଖିବାକୁ ମିଳିବ ।ଚଳଚ୍ଚିତ୍ରର ଟାଇଟଲ ଘୋଷଣା କରାଯାଇଥିଲା । ବିକି-ସାରାଙ୍କ ଆଗାମୀ ଫିଲ୍ମର ନାମ ହେଉଛି ‘ଜରା ହଟ୍କେ ଜରା…
Read More...

ସ୍ୱଏଟର୍ ପିନ୍ଧି ଟ୍ରୋଲ ହେଲେ ମସ୍ତାନୀ ଗାର୍ଲ ଦୀପିକା

ମୁମ୍ବାଇ:ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍ ର ଆକ୍ଟିଙ୍ଗ ହେଉ କିମ୍ବା ଡ୍ରେସିଂଙ୍ଗ ସେନ୍ସକୁ ନେଇ ବେଶ ଜଣାସୁଣା । ନିକଟରେ ଅନୁଷ୍ଠିତ ହୋଇଥିବା ୱସ୍କାକାରରେ ତାଙ୍କ ବ୍ଲାକ ଗାଉନରେ ଖୁବ ଆକର୍ଷଣୀୟ ଲାଗିବା ସହ ଖୁବ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ତାଙ୍କରା ଡ୍ରେସିଙ୍ଗ ସେନ୍ସକୁ ନେଇ…
Read More...

ରାଉଡୀ ରାଠୋର 2ରୁ ବାଦ ପଡିଛନ୍ତି ଅକ୍ଷୟ

ଅକ୍ଷୟଙ୍କ ଚର୍ଚ୍ଚିତ ଚ୍ଚଳଚିତ୍ର ରାଉଡୀ ରାଥୋଡରୁ ବାଦ ପଡିଛନ୍ତି ଅକ୍ଷୟ । ୨୦୧୨ ରେ ଆସିଥିବା ଅକ୍ଷୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଉଡି ରାଠୋଡ’ ର୍ଯେଁଠାରେ ଅକ୍ଷୟ ଦମଦାର ଆକ୍ଟିଙ୍ଗ ଦେଖାଇ ଲୋତଙ୍କୁ ମନ କିଣିଥିଲେ । ଏଥିରେ ଅକ୍ଷୟ ଆଙ୍ଗ୍ରୀ ୟଙ୍ଗମ୍ୟାନ୍ ଚରିତ୍ରରେ ଏକ ଭିନ୍ନ ଛାପ…
Read More...

ବିସ୍ଫୋରଣର ସିନ ସୁଟିଂ ସମୟରେ,ସଞ୍ଜୟ ଦତ୍ତ ଗୁରୁତର ଆହତ

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତନିଜର ଆକ୍ଟିଙ୍ଗକୁ ନେଇ ଖୁବ ଜଣାସୁଣା । ଏଥି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର କନ୍ନଡ ଫିଲ୍ମ ‘କେଡି: ଦ ଡେଭିଲ୍’ର ସୁଟିଂ ସମୟରେ ସେ ଆହତ ହୋଇଛନ୍ତି । ଫିଲ୍ମରେ ଏକ ବିସ୍ଫୋରଣର ସିନ ସୁଟିଂ ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିଲେ। ସୂଚନା ମୁତାବକ, ଯେତେବେଳେ…
Read More...

ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ : ଭାଇଜାନ ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏନେଇ ବାନ୍ଦ୍ରା ଥାନାରେ ଏତଲା ଦାୟର ହୋଇଛି । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ…
Read More...

କପିଲଙ୍କ ଫିଲ୍ମରେ ଓଡିଆ ପୁଅ, ମାତ୍ର ୧୩ ବର୍ଷରେ ବଲିଉଡରେ କଲେ ଡେବ୍ୟୁ

ମୁମ୍ବାଇ : ପୁଣି ଥରେ ବଲିଉଡରେ ନିଜ କମାଲ ଦେଖାଇଲେ ଜଣେ ଓଡିଆ ପୁଅ । ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍ ରେ ଏଣ୍ଟ୍ରି କରି ଓଡିଶା ପାଇଁ ଆଣି ଦେଇଛନ୍ତି ଗୌରବ । କପିଲଙ୍କ ଫିଲ୍ମରେ ନଜର ଆସିବେ ଏହି ୧୩ ବର୍ଷର ଓଡିଆ ପୁଅ ପ୍ରଜ୍ୱଳ ସାହୁ । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଥିବା କପିଲଙ୍କ…
Read More...

 ‘Tu jhutti mein Makkar’ ଫିଲ୍ମରେ କାମ କରିବା ପାଇଁ ଟଙ୍କା ନେଇ ନାହାନ୍ତି ରଣବୀର କାପୁର

ମୁମ୍ବାଇ : ‘Tu jhutti mein Makkar’ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେଇ ନାହାନ୍ତି ରଣବୀର କାପୁର । ଏ କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିବେ । କାରଣ ରଣବୀର କାପୁରଙ୍କ ଭଳି ଜଣେ ଫେମସ୍ ଅଭିନେତା ତଥା ବଲିଉଡ୍ ର ହ୍ୟାଣ୍ଡସମ୍ ହଙ୍କ ଯେ କିଭଳି ବିନା ଫି’ ରେ କାମ କଲେ ତାହା…
Read More...

ଆଉ ଶୁଣିବାକୁ ମିଳିବନି ‘ନୁକ୍କଡ’ର ସେ ଫେମସ ଡାଏଲଗ, ଆରପାରିରେ ସମୀର ଖାଖର

ମୁମ୍ବାଇ ; ଚିର ନିଦ୍ରାରେ ସମୀର ଖାଖର । ବଲିଉଡର ବର୍ଷିଆନ୍ ଅଭିନେତା ସମୀର ଖାଖରଙ୍କ ପରଲୋକ । ସମୀରଙ୍କ ମୃତ୍ୟୁରେ ପୁଣି ଥରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ୭୧ ବର୍ଷ ବୟସରେ ମୁମ୍ବାଇ ବୋରିଭାଲି ସ୍ଥିତ ଏମ୍ ଏମ୍ ହସ୍ପିଟାଲରେ ସମାରଙ୍କର ଦେହାନ୍ତ ହୋଇଯାଇଛି । ଆଜି ଭୋର ୪.୩୦ ରେ…
Read More...

ବିବାହ ପରେ ପୁଣି ରଙ୍ଗୀନ ପରାଦାକୁ ଫେରିଲେ କାଟ୍ରିନା କେଫ୍

ମୁମ୍ବାଇ: ପୁଣି ଥରେ ରଙ୍ଗୀନ ପରଦାରେ ନଜର ଆସିବେ କାଟ୍ରିନା କେଫ୍ । ବିବାହ ପରେ ପ୍ରଥମ ଥର ପାଇଁ ଫିଲ୍ମ “ ଫୋନ୍ ବୁଥ୍” ଜରିଆରେ ବଲିଉଡ୍କୁ କମ୍ ବ୍ୟକ୍ କରୁଛନ୍ତି କ୍ୟାଟ୍ରିନା । ଏହି ଫିଲ୍ମକୁ ପ୍ରମୋଟ କରୁଥିବା ବେଳେ କାଟ୍ରିନା ଏକ ଗୋଲାପୀ ରଙ୍ଗର ଶାଢୀ ପିନ୍ଧି ଟ୍ରାଡିସନାଲ ଳୁକ୍ରେ ନଜର…
Read More...