Browsing Tag

Entertainment

ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ସୁରକ୍ଷା ଦାବିରେ କଟକ ଡିସିପିଙ୍କୁ ଗୁହାରି

କଟକ: ଜଣାଶୁଣା ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ପାରିବାରିକ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ଏହି ଘଟଣାରେ ଦୃଢ଼ ପୋଲିସ…
Read More...

ସାମ୍ନାକୁ ଆସିଲା ତାରିଖ, ଏହି ଦିନ ରିଲିଜ୍ ହେବ ମହେଶ୍ ବାବୁଙ୍କ ବ୍ଲକବଷ୍ଟର୍ ଫିଲ୍ମ “ବାରଣାସୀ”

ନୂଆଦିଲ୍ଲୀ: ‘ବାହୁବଳୀ’ ଏବଂ ‘ଆର୍‌.ଆର୍‌.ଆର୍‌’ ଭଳି ବ୍ଲକ୍‌ବଷ୍ଟର୍ ଫିଲ୍ମ ଦେଇଥିବା ବିଖ୍ୟାତ ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲିଙ୍କ ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଯାଉଛି। ସାଉଥ୍‌, ବଲିଉଡ୍ ଓ ହଲିଉଡ୍‌ର ଅଭୂତପୂର୍ବ ସମ୍ମିଳନ ହେବାକୁ ଯାଉଥିବା…
Read More...

ଧମାଲ କରୁଛି ବର୍ଡର ୨, ପଞ୍ଚମ ଦିନରେ କଲା ବମ୍ପର ରୋଜଗାର

Mumbai: ସନ୍ନି ଦେଓଲ ଓ ବରୁଣ ଧୱନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବର୍ଡର ୨’ ମୁକ୍ତିଲାଭର ୬ ଷ୍ଠ ଦିନରେ ପହଞ୍ଚିଛି। ରିଲିଜ ଦିନ ଠାରୁ ଫିଲ୍ମଟି ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ କରୁଛି। ଦର୍ଶକଙ୍କ ମନ ଜିତିବା ସହ ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି…
Read More...

ସାମ୍ନାକୁ ଆସିଲା ତାରିଖ, ଏହି ଦିନ ରିଲିଜ୍ ହେବ ଧମାଲ-୪

ମୁମ୍ବାଇ: ଚଳିତ ବର୍ଷ ଇଦ ଦମାଦାର ହେବାକୁ ଯାଉଛି । ଏଥର ଅନେକ ବଲିଉଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏଥିମଧ୍ୟରୁ ରଣଭୀର ସିଂଙ୍କ "ଧୁରନ୍ଧର 2" ଏବଂ ୟଶଙ୍କ ଅଭିନୀତ "ଟକ୍ସିକ" ସବୁଠାରୁ ଚର୍ଚ୍ଚିତ । ଏହା ସହ ମଲ୍ଟିଷ୍ଟାରର "ଧମାଲ 4" ମଧ୍ୟ ଇଦରେ ରିଲିଜ ହେବାର ଯୋଜନା ଥିଲା । କିନ୍ତୁ,…
Read More...

ରିଲିଜ୍ ହେଲା ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ୍’ ।

ମୁମ୍ବାଇ: ରିଲିଜ୍ ହେଲା ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ୍’ । ଏହି ଅବସରରେ ଧମାକାଧାର ଫିଲ୍ମ ଦେଖିବା ପାଇଁ ହଲରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଛି। ଆଜି ସାଉଥ ଷ୍ଟାର ବିଜୟଙ୍କ ଫିଲ୍ମ ଜନ ନାୟକନ ରିଲିଜ ହେବାର ଥିଲା। ମାତ୍ର ହଠାତ୍ ଏହାର ରିଲିଜ…
Read More...

ଟେଲିଭିଜିନ୍ ଜଗତରୁ ଆସିଲା ବଡ଼ ଖବର, ୧୫ ବର୍ଷ ପରେ ଅଲଗା ହେବେ ଜୟ-ମାହି

ମୁମ୍ବାଇ: ଟେଲିଭିଜିନ୍ ଜଗତରୁ ଆସିଲା ବଡ଼ ଖବର। ଟିଭିର ଫେମସ୍ କପଲ୍ ଜୟ ଭାନୁଶାଳୀ ଏବଂ ମାହି ଭିଜ ଶେଷରେ ଛାଡପତ୍ର ନେଇଛନ୍ତି। ସେମାନଙ୍କ ଅଲଗା ହେବାର ଗୁଜବ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ଏବେ ଜୟ ଶେଷରେ ତାଙ୍କର ନୀରବତା ଭାଙ୍ଗି ମାହି ଭିଜଙ୍କ ସହିତ ତାଙ୍କର…
Read More...

କାହିଁକି ଧର୍ମେନ୍ଦ୍ରଙ୍କ ପ୍ରାର୍ଥନା ସଭାରେ ଉପସ୍ଥିତ ନଥିଲେ ହେମା, କହିଲେ କାରଣ…

ମୁମ୍ବାଇ: ୯୦ ତମ ଜନ୍ମଦିନର କିଛି ଦିନ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଇତି ମଧ୍ୟରେ ତାଙ୍କ ଦେହାନ୍ତର ଏକ ମାସରୁ ଅଧିକ ସମୟ ବିତିଗଲାଣି । ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ଗତ ନଭେମ୍ବର ୨୪ରେ ଆଖି ବୁଜିଥିଲେ ଧର୍ମେନ୍ଦ୍ର । ତେବେ ଧର୍ମେନ୍ଦ୍ରଙ୍କ…
Read More...

କମୁନି ‘ଧୁରନ୍ଧର’ କ୍ରେଜ, ଦିନକୁ ଦିନ ରୋଜଗାର ସହ ଦମଦାର ପ୍ରଦର୍ଶନ କରୁଛି ଫିଲ୍ମ

ମୁମ୍ବାଇ: ସ୍ପାଏ ଆକ୍ସନ ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ଜୋରଦାର ପ୍ରଦର୍ଶନ କରିଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୫, ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ସେବେଠାରୁ ଭାରତ ଏବଂ ବିଦେଶର ସିନେମା ହଲରେ ମଧ୍ୟ ଜୋରଦାର ପ୍ରଦର୍ଶନ କରୁଛି । ରଣଭୀର…
Read More...

କଣ୍ଠିଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ, ଏକାଧିକ ରୋଗରେ ପୀଡିତ

Human Sagar: ଓଲିଉଡ୍ କଣ୍ଠିଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ । ବୁଲେଟିନ୍‌ ଜାରି କରି ସୂଚନା ଦେଲା ଭୁବନେଶ୍ବର ଏମ୍‌ସ । ଏକାଧିକ ଅଙ୍ଗ କାମ କରୁନି, ହାଇ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି ହ୍ୟୁମାନ ସାଗର । ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୧ଟା ୧୦ରେ…
Read More...

କଲ୍ଟ କମେଡ଼ି ଫ୍ରାଞ୍ଚାଇଜ୍ ‘ମସ୍ତି 4’ର ଟ୍ରେଲର ରିଲିଜ୍

ମୁମ୍ବାଇ: କଲ୍ଟ କମେଡ଼ି ଫ୍ରାଞ୍ଚାଇଜ୍ 'ମସ୍ତି' ପୁଣି ଥରେ ଜବରଦସ୍ତ ଅନ୍ଦାଜରେ । ଚାରି ଗୁଣ ପାଗଳାମି ସହିତ ଫେରିଛି । ମିଲାପ ମିଲାନ ଜଭେରୀଙ୍କ ନିର୍ଦ୍ଦେଶିତ ଏବଂ ଲିଖିତ 'ମସ୍ତି ୪'ର ଚମତ୍କାର ଟ୍ରେଲର ଫିଲ୍ମର ପ୍ରଯୋଜକ ୱେଭବ୍ୟାଣ୍ଡ ପ୍ରଡକ୍ସନ୍ସ ଦ୍ୱାରା ନିକଟରେ ରିଲିଜ୍ ହୋଇଛି । ଯାହା…
Read More...