Browsing Tag

encounter

କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କରକୁ ଏନ୍‌କାଉଣ୍ଟର

କଟକ : ପୁଣି ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍‌। କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ଏନ୍‌କାଉଣ୍ଟର | ଶଙ୍କରର ବାମ ଗୋଡରେ ବାଜିଛି ଗୁଳି ଏବଂ SCBରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୁଳି ସହ ଗୋଟିଏ ଅଟୋକୁ ପୋଲିସ୍‌ ଜଵତ କରିଛି | ଶଙ୍କରର ଘର…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

(ମମତା ସାମଲ): ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ତା’ଠାରୁ କେତେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜାମ୍ମୁ-କାଶ୍ମୀର ଫୁଲୱାମା ଜିଲାର ଦାଲିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ପାଇବା ପରେ ଆଜି ସକାଳେ ସୁରକ୍ଷା କର୍ମୀମାନେ ତଲାସୀ ଅଭିଯାନ…
Read More...