Browsing Tag

elvish yadav

ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା

ଗୁରୁଗ୍ରାମ:- ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଛି। କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ। ଘଟଣା ପରେ ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ…
Read More...

ୟୁଟ୍ୟୁବର୍‌ ଏଲ୍‌ଭିଶଙ୍କ ଘର ଉପରକୁ ଆଖିବୁଜା ଗୁଳି ମାଡ଼

ଗୁରୁଗ୍ରାମ: ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍ ଏଲଭିଶ୍ ଯାଦବ । ଏଥର କିନ୍ତୁ ୟୁଟ୍ୟୁବରଙ୍କ ସହ ଯୋଡି ହୋଇଛି ଏକ ଗ୍ୟାଙ୍ଗଷ୍ଟାର ନାମ । ଆଜ୍ଞା ହଁ । ମିଳିଥିବା ସୂଚନା ଅନୁସାରେ ଜଣାଶୁଣା ୟୁଟ୍ୟୁବର ତଥା ବିଗଗସ୍‌ ଓଟିଟି ବିଜେତା ଏଲ୍‌ଭିଶ ଯାଦବଙ୍କ ଘର ଉପରକୁ ହୋଇଛି ଏଭଳି କିଛି ଆଖିବୁଜା…
Read More...

ରେଭ୍ ପାର୍ଟିରେ ସାପ ବିଷ, ଅଡୁଆରେ ବିଗ୍ ବସ୍ ବିଜେତା ଏଲଭିସ ଯାଦବ

ନୂଆଦିଲ୍ଲୀ : ବିଗବସ ବିଜେତା ୟୁଟ୍ୟୁବର ଏଲଭିସ ଯାଦବ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଲଭିସ ଏବଂ ତାଙ୍କ ସହଯୋଗୀ ମାନେ ରେଭ୍ ପାର୍ଟିର ଆୟୋଜନଜ କରାିବା ନେଇ ଆୟୋଜନ କରାଇଥିଲେ ।ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ…
Read More...