ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ସର୍ବ ଭାରତୀୟ ବନ ବିଭାଗ କ୍ରୀଡା ପ୍ରତିଯୋଗିତାର କଳିଙ୍ଗ ଷ୍ଟାଡିଅମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଯୋଗିତା ମାର୍ଚ୍ଚ ୩ରୁ ୭ ଯାଏଁ ଚାଲିବ । ଏହି କ୍ରୀଡା ପ୍ରତିଯୋଗିତା କୀଟ କ୍ୟାମ୍ପସ ଓ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ…
Read More...
Read More...