Browsing Tag

EDUCATION

ଚଳିତ ଶିକ୍ଷାବର୍ଷରେ ୧୦୬ଟି ବିଦ୍ୟାଳୟରେ ଖୋଲା ଯିବ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ବିଦ୍ୟାଳୟରେ ଖୋଲା ଯିବ ଏକାଦଶ ଶ୍ରେଣୀ । ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ୧୦୦ଟି ବିଦ୍ୟାଳୟରେ କଳା ପଷୟରେ ଶିକ୍ଷା ଦାନ କରାଯାଉଥିବା ବେଳେ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହି ଶ୍ରେଣୀରେ ୨ଟି ବିଭାର…
Read More...

ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

କଟକ:ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । କଟକ ବୋର୍ଡ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ୧୮ ତାରିଖ ଦିନ ୧୦ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ । । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର…
Read More...

କମ୍ପ୍ୟୁଟର କୋର୍ସ ସମ୍ପର୍କରେ ସଚେତନ ରଥ ଶୁଭଆରମ୍ଭ

ଗଞ୍ଜାମ:ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଆନ୍ତର୍ଜାତିକ ମାନର ସରକାରୀ ସ୍ବୀକୃତିପ୍ରାପ୍ତ କମ୍ପ୍ୟୁଟର କୋର୍ସ ସମ୍ପର୍କରେ ସଚେତନ କରିବା ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ ଏବଂ ପେସ କମ୍ପ୍ୟୁଟର ଏକାଡ଼େମୀ ପକ୍ଷରୁ କୁକୁଡ଼ାଖଣ୍ଡିରେ କମ୍ପ୍ୟୁଟର ଶିକ୍ଷା ର ପ୍ରଚାର ଓ ପ୍ରସାର…
Read More...

ଜେଇଇର ଓଡ଼ିଶା ଟପ୍ପର ହେଲେ ପ୍ରିୟଙ୍କା ସର

ଭୁବନେଶ୍ୱର: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ହୋଇଥିବା ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ ଦ୍ୱିତୀୟ ପର୍ୟ୍ୟାୟ ୨୦୨୩ ଫଳାଫଳ ଆଜି ପ୍ରକାଶ ପାଇଛି।୯୯.୯୮ ପର୍ସେଣ୍ଟେଜ ସହ ଓଡିଶା ଟପ୍ପର ହେଇଛନ୍ତି ପ୍ରିୟଙ୍କା ସର । ସୂଚନା ମୁତାବକ ସର୍ବଭାରତ ସ୍ତରରେ ୪୩ ଜଣ ୧୦୦…
Read More...

ଆସନ୍ତା ୭ତାରିଖରେ ଶେଷ ହେବ ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ୨ ମୁଲ୍ୟାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ଅସନ୍ତା ୭ତାରିଖରେ ଶେଷ ହେବ ସିଏଚଏସଇ ଦ୍ୱାରା ପରିଚାଳିତ ୨୦୨୩ ଯୁକ୍ତ ୨ମୂଲ୍ୟାଙ୍କନ ପ୍ରକ୍ରିୟାର ଉଭୟ ଅଫଲାଇନ ଏବଂ ଅନଲାଇନ ଖାତର ଦେଖା । ତେବେ ଅଫଲାଇନ ମୂଲ୍ୟାଙ୍କନରେ ପ୍ରାୟ ୮୦% ଏବଂ ଅନଲାଇନ ଖାତାଦେଖାରେ ୮୫% ମୂଲ୍ୟାଙ୍କନ ଶେଷ ହୋଇଛି । ବିଶେଷ କରି ରାଜନୀତି ବିଜ୍ଞାନ…
Read More...

ଦଶମ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ଦଶମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷାରେ ମିଳିବ ଗ୍ରେସ ମାର୍କ । ମାଟ୍ରିକ ପରୀକ୍ଷାରେ ସି ସେଟ୍ ପ୍ରଶ୍ନରେ ଥିଲା ମୁଦ୍ରଣ ଜନିତ ତ୍ରୁଟି । ଯେଉଁ ପରୀକ୍ଷାର୍ଥୀ ଭୁଲ ସେହି ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି…
Read More...

ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ "ପିଲଚୁ ଗାଣା ଅଲ ଇତୁନ ଆଶ୍ଳା" ନାମରେ ଏକ ଅଲଚିକି ସାନ୍ତାଳୀ ଶିକ୍ଷାନୁଷ୍ଠାନ ଆସେକା ସହଯୋଗରେ ପ୍ରତିଷ୍ଠିତ ହୋଇଯାଇଛି।ସାନ୍ତାଳୀ ଭାଷା ଅଲଚିକି ଲିପି ରେ ସାନ୍ତାଳୀ ଭାଷାଭାଷି…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟ ନାକ୍ ଟିମର ଏ ଗ୍ରେଡ୍

ବାରିପଦା: ଗତ ମାର୍ଚ୍ଚ୍ ୨୭ ରୁ ୨୯ ତାରିଖ ପର୍ୟ୍ୟନ୍ତ ନାକ୍ ତରଫରୁ ଏକ ପାଞ୍ଚଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ…
Read More...

ମେ ୫ରୁ ଜୁନ ୧୭ ଯାଏ ଖରାଛୁଟି

ଭୁବନେଶ୍ୱର: ଗଣଶିକ୍ଷା ବିଭାବ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି। ମେ ୫ ତାରିଖରୁ ଜୁନ୍…
Read More...

ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର:ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା । ଉଭୟ ଅନଲାଇନ ଓ ଅଫଲାଇନରେ ଚାଲିଛି ଖାତା ଦେଖା । ଦୁଇଟି ସିଫ୍ଟରେ ଖାତା ଦେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ପ୍ରଥମ ସିଫ୍ଟ ସକାଳ ୮ରୁ ୧ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧ଟାରୁ ୬ଟା ଯାଏଁ ନିର୍ଦ୍ଧାରଣ କରାଯାଇଛି।ଏପ୍ରିଲ୍ ୧୦ରୁ ୨୨…
Read More...