Browsing Tag

EDUCATION

ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ କଲେ ଛାତ୍ରଛାତ୍ରୀ

ବାଲିଗୁଡା:ବାଲିଗୁଡାର କଡଗାବାଲି ପ୍ରାଥମିକ ବିଦ୍ୟାଳୟ   ବନ୍ଦକୁ ନେଇ ଛାତଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ । ୨୦୧୯ ସର୍ଭେ ଅନୁସାରେ  ସ୍କୁଲ ବନ୍ଦ କରାଯାଇଛି ।  ବର୍ତ୍ତମାନ ବିଦ୍ୟାଳୟ ରେ  ମୋଟ ୩୦ ଛାତଛାତ୍ରୀ ପାଠପଢ଼ୁଛୁନ୍ତି ।  ବିଦ୍ୟାୟଳକୁ ବନ୍ଦ ନ  କରିବା ପାଇଁ ୨୫ କିଲୋମିଟର ବର୍ଷାରେ…
Read More...

ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ପ୍ରଥମ ପ୍ରର୍ଯ୍ୟୟ ନାମ ଲେଖା ସରିବା ପରେ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପ୍ରର୍ଯ୍ୟାୟ ନାମଲେଖା ସରିବା ପରେ ବଳକା ସିଟି ପାଇଁ କଟ୍ ଅଫ ମାର୍କ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା କାଲି ଠାରୁ ୨୨ ତାରିଖ…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ଲକ୍ଷ ୭୦ହଜାର ୫୪୭ଆସନ ରହିଥିବାବେଳେ ୨ଲକ୍ଷ ୨୩ହଜାର ୩୬୪ ଜଣ ଅନଲାଇନ…
Read More...

ଆଜିଠୁ +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ; ୧୩ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ୟ୍ୟାୟ ନାମଲେଖା ଆରମ୍ଭ ହୋଇଛି। ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ୟ୍ୟନ୍ତ ଚାଲିବ ନାମଲେଖା । ୭ରୁ ୧୩ ତାରିଖ ଯାଏ ନାମଲେଖା ପ୍ରକ୍ରିୟା ଜାରି ରହିବ। ଗତକାଲି ପ୍ରଥମ ପର୍ୟ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ ।…
Read More...

ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟେସନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ଓଜେଇଇ କାଉନସେଲିଂ । ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟେସନ କରିପାରିବେ ଛାତ୍ରଛାତ୍ରୀ । ଓଜେଇଇ ୱେବସାଇଟରେ ଅନଲାଇନ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବି.ଆର୍କ, ବି.ଟେକ୍, ବି.ପ୍ଲାନ୍ ଓ ଇଣ୍ଟିଗ୍ରେଟେଡ ଏମସିଏ ପଢିବା ପାଇଁ ଆବେଦନ କରିପାରିବେ ।…
Read More...

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ୨ଟି ସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି । ଏହାଦ୍ଵାରା…
Read More...

ଆଜି ସରୁଛି +୩ ନାମଲେଖା ଆବେଦନର ଅବଧି

ଭୁବନେଶ୍ୱର: ଆଜି ଯୁକ୍ତ ତିନି ନାମଲେଖା ଆବେଦନ କରିବାର ଶେଷ ତାରିଖ । ଆବେଦନ ସରିବା ପରେ ଆସନ୍ତା ୧୪ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ପରେ ଜୁଲାଇ ୨୭ରେ ଦ୍ୱତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ…
Read More...

୩୦୦୦ ଯୁବକ ଯୁବତୀଙ୍କୁ ଶିକ୍ଷା ଉପରେ ୨ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ପ୍ରଶିକ୍ଷଣ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ଥିଙ୍କ ଜୋନ୍’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ଅନୁଷ୍ଠାନ ‘ମୋ କଲେଜ’ ସହ ମିଶି ରାଜ୍ୟରେ ଥିବା ବିଭିନ୍ନ କଲେଜରେ ୩୦୦୦ ଛାତ୍ରଛାତ୍ରୀ ଛୋଟ ପିଲାଙ୍କୁ କିଭଳି ଶିକ୍ଷାଦାନ କରିବେ ତାହା ଉପରେ ପ୍ରଶିକ୍ଷଣ…
Read More...

ବଢିଲା +୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢିଲା +୨ ନାମଲେଖା ଆବେଦନ ତାରିଖ । ୨୬ ତାରିଖ ଶେଷ ଆବେଦନର ତାରିଖ ଥିବାବେଳେ ତାହାକୁ ବଢାଇ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ପରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବା ସହ ୭ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟୟ ଲାମଲେଖା ହେବ । ଏହାପରେ ଜୁଲାଇ…
Read More...

ଆଜିଠୁ ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ

ଭୁବନେଶ୍ୱର: ଆଜିଠୁ ଆଉ ତିନିଟି ଜିଲ୍ଲାରେ ଖୋଲିଲା ସ୍କୁଲ । ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ । ଗତ କାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲା ହୋଇଥିବା ବେଳେ ଆଜି ସମ୍ବଲପୁର, ଝାରସୁଗୁଡା ଓ ବଲାଙ୍ଗୀରରେ ଖୋଲିଛି ସ୍କୁଲ । ଏସବୁ ଜିଲ୍ଲାରେ ୨୪ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ । ସକାଳ ୬.୩୦ରୁ…
Read More...