Browsing Tag

EDUCATION MINISTER

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

ଭୁବନେଶ୍ୱର:- ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି । ସେହିପରି…
Read More...

ଡ୍ରପ ଆଉଟ ନେଇ ପ୍ରସଙ୍ଗ ଉଠାଇବା ପରେ ଉତ୍ତର ରଖିଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇପାରିବେ ଡ୍ରପଆଉଟ ପିଲା । ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରି ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ବିବୃତି ରଖିବା ପାରେ ଗୃହରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା । ଗତକାଲି ବିରୋଧୀ ଏହି…
Read More...

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା ଅନୁଷ୍ଠିତ

ରାଉରକେଲା: ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା,କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଅଧକ୍ଷତାରେ…
Read More...

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧୀକୁ ବଢାଇଛନ୍ତି । ଏଥିପାଇଁ ସାରା ରାଜ୍ୟରେ ଲକଡାଉନ ହୋଇଥିବା ବେଳେ ସ୍କୁଲ ପିଲାଙ୍କ ନିକଟରେ କିଭଳି ବହି ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି ।…
Read More...