ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ବିଆରଏସ ନେତ୍ରୀ କେ.କବିତା
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଛି ଇଡି । ତେବେ ଆଜି ବିଆରଏସ ନେତ୍ରୀ କେ.କବିତାଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିବଲା ଇଡି । କିନ୍ତୁ ଏଠାରେ ତାଙ୍କର ଇଡି ହେପାଜତ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢାଇ ଦିଇଛନ୍ତି କୋର୍ଟ । ସେପଟେ ଯେତେବେଳେ କବିତାଙ୍କ ଓକିଲ…
Read More...
Read More...