ମିଆଁମାରରେ ୪.୩ ଭୂମିକମ୍ପ ଝଟକା ଅନୁଭୁତ
ନୂଆଦିଲ୍ଲୀ: ନେପାଳ ପରେ ଥରିଲା ମିଆଁମାର ।ଆଜି ସକାଳୁ ମିଆଁମାରରେ ଭୂମିକମ୍ପ ର ଝଟକା ଅନୁଭୁତ ହୋଇଛି । ତାହାର ରୋକ୍ଟର ସ୍କେଲରେ ତିବ୍ରତା ୪.୩ ରହିଥିବା କୁହାଯାଉଛି । ଗତକାଲି ନେପାଳରେ ୫.୩ ଭୂମିକମ୍ପ ଆସିବା ପରେ ଆଜି ମିଆଁମାରରେ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷତି…
Read More...
Read More...