Browsing Tag

Earthquake

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ : ଥରିଲା ନ୍ୟୁଜିଲ୍ୟାଣ୍ଡ । ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ତିବ୍ରତା ରେକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି । ଏହା ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ…
Read More...

ମୋରୋକୋରେ ହୋଇଥିବା ଭୂମିକମ୍ପରେ ବଢୁଛି ମୃତକଙ୍କ ସଂଖ୍ୟା

ବ୍ୟୁରୋ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୧୨୨କୁ ବୃଦ୍ଧି ପାଇଛି । ଏଥିସହ ୨,୦୫୯ ଜଣ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧,୪୦୪ ଲୋକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି । ତେବେ ଭୂମିକମ୍ପ ଯୋଗୁ କୌଣସି ଭାରତୀୟଙ୍କ କ୍ଷତି ହେବାର ଖବର ନାହିଁ । ସମସ୍ତ ଭାରତୀୟଙ୍କୁ ଘରେ…
Read More...

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ନିକୋବର ଦ୍ୱୀପରେ ଭୂମିକମ୍ପ ଅନୁଭୁତ ହୋଇଛି । ଏହା ଆଜି ଭୋର ୫.୪୦ମି ସମୟରେ ଅନୁଭୁତ ହୋଇଥିବା ସୂଚନା ଦେଇଛି ‘ ନ୍ୟାସନାଲ୍ ଫର ସିସମୋଲୋଜି’ ।ତେବେ ଏହି ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୫.୦ ରେକର୍ଡ କରାଯାଇଥିବା ବେଳେ ଭୂଗର୍ଭର ୧୦ମିଲୋମିଟର…
Read More...

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା

ନୂଆ ଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦ ବୋଲି ରେକର୍ଡ କରାଯାଇଛି । ତେବେ ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ ବୋଲି କୁହାଯାଉଛି । ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେଜ ସୂଚନା ଦେଇ କହିଛନ୍ତି ଯେ,…
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଅରୁଣାଚଳ ପ୍ରଦେଶର ପାନଙ୍ଗିନର ଉତ୍ତରରେ ଏହି ଭୂକମ୍ପ ଝଟକା ଅନୁଭୁତ ହୋଇଥିବା କୁହାଯାଉଛି । ତେବେ ଏହି ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୦ରୋକର୍ଡ କରାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷତି ହୋଇନଥିବା ବେଳେ ଏହା ପୂର୍ବରୁ ମଧ୍ୟ ଜୁଲାଇ ୨୨…
Read More...

ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆଜି ସକାଳୁ ୨ରାଜ୍ୟରେ ୩ଥର ଭୂକମ୍ପ ଝଟକା । ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରାଜସ୍ଥାନରେ ଏକ ଘଣ୍ଟା ମଧ୍ୟରେ ୩ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଜୟପୁର ଓ ମଣିପୁରରେ ୩.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ରାଜସ୍ଥାନରେ ୪.୪ ତୀବ୍ରତର…
Read More...

ଦିଲ୍ଲୀରେ ଭୂକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୫.୭

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟ୍କା । ଆଜି ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଚି । ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ଓ ଚଣ୍ଡିଗଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରହିଥିବା ବେଳେ ଏହା ପାଖାପାଖି ୧୦ ସେକେଣ୍ଡ…
Read More...

ବିହାରରେ ଭୂକମ୍ପ ,ରିକ୍ଟର ସ୍କେଲରେ ୪.୩ ତୀବ୍ରତା ଅକଳନ

ପାଟନା: ପୁଣି ଥରେ ଭାରତରେ ଅନୁଭୁତ ହୋଲା ଭୂକମ୍ପର ଝଟକା । ଭୂମିକମ୍ପରେ ଥରିଲା ବିହାର । ଆଜି ଭୋର ୫ଟା ୩୫ରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ପୂର୍ଣ୍ଣିଆ, ଅରରିଆ, ଭାଗଲପୁର ସମେତ ଅନେକ ଜିଲ୍ଲା ଭୁକମ୍ପରେ ଥରିଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ବେଳେ ରିକ୍ଟର ସ୍କେଲରେ…
Read More...

ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ନ୍ୟୁଜିଲାଣ୍ଡ  : ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ୭.୦ ତୀବ୍ରତର ଶକ୍ତିଶାଳୀ ଭୂମିକମ୍ପରେ ନ୍ୟୁଜିଲାଣ୍ଡବାସୀ ଥରହର ।ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିବା ସୂଚନା ମିଳିଛି । ସମୁଦ୍ର ପତନ ଠାରୁ ପ୍ରାୟ ୨୨ କିଲୋମିଟର ତଳକୁ…
Read More...

ଥରକୁ ଥର ଆଫଗାନିସ୍ତାନରେ ଭୂକମ୍ପର ଝଟକା

ତ୍ତୁର୍କୀ ପରେ ଏବେ ଆଫଗାନିସ୍ତାନରେ ଥରକୁ ଥର ଭୂକମ୍ପ ହେବାରେ ଲାଗିଛ । ଆଜି ମାଧ୍ୟ ଆଫଗାନିସ୍ତାନରେ ଏକ ଭୂକମ୍ପର ଝଟକା ଲାଗିଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକଡ କରାଯାଇଛି । ଏଥିସହିତ ଭୂକମ୍ପର କେନ୍ଦ୍ର ସ୍ଥଳର ଫୈଜାବାଦ ହୋଇଥିବା ବୈଜ୍ଞାନୀକ ମାନେ ସୂଚନା ଦେଇଛନ୍ତି । ଏହି…
Read More...