ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
ନୂଆ ଦିଲ୍ଲୀ: ଦିଲ୍ଲୀ- ଏନସିଆର , ହରିୟାଣା ଏବଂ ପଞ୍ଜାବରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଜମ୍ମୁ କାଶ୍ମୀର ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଆଜି ଅପରାହ୍ନ ୨.୫୦ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ହିନ୍ଦୂକୁଶ ଅଞ୍ଚଳରେ ରେକ୍ଟର ସ୍କେଲରେ ୬.୨ ତୀବ୍ରତାର…
Read More...
Read More...