Browsing Tag

Earthquake

ଜାପାନରେ ଭୂମିକମ୍ପ, ନାହିଁ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୨ ରେକର୍ଡ । ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଭୂକମ୍ପ ଝଟ୍‌କା । ତେବେ ଭୁକମ୍ପ ପରେ ସୁନାମୀ ଆଲର୍ଟ କରାଯାଇନାହିଁ । ଭୂକମ୍ପ ଝଟ୍‌କା ପରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି।…
Read More...

ସକାଳୁ ସକାଳୁ ଥରିଲା ଦେଶ, ଆସାମରେ ୫.୧ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ସୋମବାର ସକାଳ ୪:୧୭ ସମୟରେ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ…
Read More...

ରୁଷିଆରେ ବଡ଼ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୮

ନୂଆଦିଲ୍ଲୀ: ରୁଷିଆର କାମଚଟକା ଅଞ୍ଚଳ ନିକଟରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍‌ଜିଏସ୍‌) ନିଶ୍ଚିତ କରିଛି ଯେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ମାପ କରାଯାଇଥିଲା। ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨ଟା ୨୮ ମିନିଟ୍‌ରେ…
Read More...

ଆଫଗାନିସ୍ତାନ ଭୂକମ୍ପ: ବଢୁଛି ମୃତ୍ୟୁ ସଂଖ୍ୟା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମୟ ଗଡିବା ସହ ବଢୁଛି ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା । ଏଯାବତ୍ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ…
Read More...

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକଂପ ଝଟ୍‌କା, ୨୦ ମୃତ୍ୟୁ

କାବୁଲ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ । ଭୂକମ୍ପରେ ଥରିଲା ନାନଗରହର ପ୍ରୋଭିନ୍ସର ଜଲାଲାବାଦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୦ ଥିବାବେଳେ କିଛି ଘର ଛାତ ଭୁଶୁଡ଼ିଥିବା ସୂଚନା…
Read More...

ହିମାଚଳ ପ୍ରଦେଶରେ ଲଗାତାର ଦୁଇଟି ଭୂମିକମ୍ପ ଝଟ୍‌କା, ଭୟରେ ଲୋକେ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଲଗାତାର ଦୁଇଟି ଭୂମିକମ୍ପ ଝଟ୍‌କା । ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶର ଚମ୍ବା ଅଞ୍ଚଳ । ପ୍ରଥମଟି ଭୋର ୩ଟା ୨୭ରେ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀତରା ଭୂପୃଷ୍ଠରୁ ୨୦ କିଲୋମିଟର ତଳେ ଥିଲା । ଏହା…
Read More...

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଋଷ, ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ରୁଷର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୮.୭ ରେକର୍ଡ । ଭୂକମ୍ପର କେନ୍ଦ୍ରସ୍ଥଳ କାମ୍‌ଚାଟକା ଉପକୂଳ ନିକଟ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ତୀବ୍ର ଭୂମିକମ୍ପ ଝଟ୍‌କା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।…
Read More...

ଗୋଟିଏ ଘଣ୍ଟା ମଧ୍ୟରେ ୫ଥର ଥରିଲା ଋଷ, ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଋଷର ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଞ୍ଚଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ ଜାରି କରାଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଭୂମିକମ୍ପ ଯୋଗୁଁ କୌଣସି କ୍ଷତି…
Read More...

ଭୂକମ୍ପ ଝଟକାରେ ଥରିଲା ଇରାନ୍, ତାଜିକିସ୍ତାନ

ନୂଆଦିଲ୍ଲୀ: ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ । ଇରାନ୍‌ରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଥିବା ବେଳେ ତାଜିକିସ୍ତାନରେ ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରହିଛି । ସେପଟେ ଆସାମର ନାଗାୱ ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ତେବେ…
Read More...

ସକାଳୁ ସକାଳୁ ଥରିଲା ରାଜଧାନୀ, ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୪.୪ ରେକର୍ଡ

ନୂଆଦିଲ୍ଲୀ: ସକାଳୁ ସକାଳୁ ଥରିଲା ରାଜଧାନୀ । ଜାତୀୟ ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା । ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ତେବେ…
Read More...