ଉପ ବାଚସ୍ପତି ଦୌଡରେ ବିଜେଡି, ୱାଇଏସଆର
(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ମନମାଳିନ୍ୟ ଚାଲିଥିବା ବେଳେ କିନ୍ତୁ ଥମୁନାହିଁ ଚର୍ଚ୍ଚା । ପୂର୍ବରୁ ଶୁଣିବାକୁ ମିଳୁଥିଲା ବିଜେଡି ସାଂସଦ ଭତୃହରୀ ମହତାବଙ୍କୁ ଏହି ପଦ ପାଇଁ ଚୟନ କରାଯାଇଛି, ଯାହାକୁ ଶିବସେନା ବିରୋଧ କରୁଛି ।…
Read More...
Read More...