Browsing Tag

#drowning

ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ:- ପୁରୀ ବେଳାଭୂମିରେ ସ୍ନାନ କରିବା ବେଳେ ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ବିକାଶ ଚନ୍ଦେ । ପରିବାର ସହ ପୁରୀ ବୁଲିବାକୁ ଆସି ଲାଇଟ୍ ହାଉସ ନିକଟ ବେଳାଭୂମିରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି ବିକାଶ । ଲାଇଫ ଗାର୍ଡ ଓ…
Read More...

ଜଳେଶ୍ୱର ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ୩ଜଣ ପର୍ଯ୍ୟଟକ ଭାସିଗଲେ

ଜଳେଶ୍ୱର-: ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ । ଜଳେଶ୍ୱର ସୀମାନ୍ତ ତାଜପୁର ବେଳାଭୂମିରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ୩ଜଣ ପର୍ଯ୍ୟଟକ ବୁଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ଦୁଇ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣଙ୍କର…
Read More...

ପୋଖରୀର ଭାସୁଥିଲା ଯୁବକଙ୍କ ମୃତଦେହ

ବରମୁଣ୍ଡା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ବରମୁଣ୍ଡା ଗାଁର ଟୁନ ନାୟକ ବୋଲି ଜଣା ପଡିଛି । ଟୁନ ନାୟକ ସଚିବାଳୟରେ ଜଣେ ଡ୍ରାଇଭର ଭାବରେ କାମ କରୁଥିଲେ । ପୋଖରୀର ଟୁନଙ୍କ ମୃତଦେହ ଭାସୁଥିବା ପ୍ରଥମେ କିଛି ଲୋକ ଦେଖିଥିଲେ । ଯାହାପରେ ଲୋକମାନେ  ଖଣ୍ଡଗିରି ପୋଲିସକୁ ଏ…
Read More...