Browsing Tag

Dowery Death

୮ମାସ ତଳେ ବିବାହ କରିଥିଲା ଝିଅ; ମିଳିଲା ମୃତଦେହ

ନୂଆଦିଲ୍ଲୀ: ୮ମାସ ତଳେ ବାଜିଥିଲା ସାହାନାଇ। ହସ ଖୁସିରେ ବାପ ଘର ଛାଡ଼ି ସ୍ୱାମୀଙ୍କ ସହ ଶାଶୁ ଘରକୁ ଯାଇଥିଲେ। ହେଲେ ନୂଆ ଜୀବନ ଆରମ୍ଭ କରୁ କରୁ ମିଳିଲା ନବ ବଧୂର ସନ୍ଦେହ ଜନକ ମୃତଦେହ। ଉତ୍ତର ପ୍ରଦେଶର କୌଶମ୍ଭୀ ଅଞ୍ଚଳରେ ଘଟିଛି ଏହି ଘଟଣା। ନବବଧୂଙ୍କ ମୃତ୍ୟୁ ପରେ ତାଙ୍କ ବାପା ଆଣିଛନ୍ତି…
Read More...