Browsing Tag

Donald Trump

ନାଇଜେରିଆରେ ବଡ଼ ଧରଣର ବିମାନ ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଉତ୍ତର-ପଶ୍ଚିମ ନାଇଜେରିଆରେ ISIS ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ବିମାନ ଆକ୍ରମଣ କରିଛି। ଟ୍ରମ୍ପ କହିଛନ୍ତି ଯେ, ଏହି ଆତଙ୍କବାଦୀମାନେ ମୁଖ୍ୟତଃ ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ନିର୍ମମ ଭାବରେ…
Read More...

ସିରିଆରେ ISIS ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ

ନୂଆଦିଲ୍ଲୀ: ସିରିଆରେ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ‘ଅପରେସନ ହକ ଆଇ ଷ୍ଟ୍ରାଇକ’ ଜରିଆରେ ସିରିଆର ଆଇଏସଆଇଏସ ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା। ଫଳରେ ଧ୍ବଂସ ହୋଇଛି ୭୦ରୁ ଅଧିକ ଆଇଏସଆଇଏସ ଆଡ୍ଡା। ଆମେରିକୀୟ କନଭୟ ଉପରେ ହୋଇଥିବା ଏସଆଇଏସ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି…
Read More...

ଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟର

ଭାରତୀୟ ନୌସେନା ଏହାର ଦ୍ୱିତୀୟ MH-60R ହେଲିକପ୍ଟର ସ୍କ୍ୱାର୍ଡନ୍, INAS 335 'Osprey'କୁ ଡିସେମ୍ବର 17ରେ ଗୋଆର INS ହଂସାଠାରେ ନିୟୋଜିତ କରିଥିଲା। ଯାହା ଏହାର ସାମୁଦ୍ରିକ ନିରୀକ୍ଷଣ ଏବଂ ବୁଡମାର୍ଇନ୍ ବିରୋଧୀ ଯୁଦ୍ଧ କ୍ଷମତାର ଏକ ପ୍ରମୁଖ ବିସ୍ତାରକୁ ଚିହ୍ନିତ କରିଥିଲା। ଗୋଆର ନେଭାଲ୍…
Read More...

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ

ଭେନେଜୁଏଲା ବିରୋଧରେ ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ । ସମୁଦ୍ର ମଝିରେ ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା…
Read More...

ଭାରତ ଉପରୁ ଟାରିଫ ହଟାଇବାକୁ ଆମେରିକା ସାଂସଦଙ୍କ ଦାବି

ଆମେରିକାର ପ୍ରତିନିଧି ସଭାର ତିନି ଜଣ ଡେମୋକ୍ରାଟିକ୍ ସାଂସଦ ଭାରତୀୟ ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଅବରୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି।  ଉତ୍ତର କାରୋଲିନାର ପ୍ରତିନିଧି ଡେବୋରା ରସ୍, ଟେକ୍ସାସର ମାର୍କ ଭିସେ ଏବଂ…
Read More...

କୋର୍ ଫାଇଭ୍ ତିଆରି କରୁଛନ୍ତି ଡ୍ରୋନାଲ୍ଡ ଟ୍ରମ୍ଫ

କୋର୍ ଫାଇଭ୍ ଅର୍ଥାତ C5 ତିଆରି କରୁଛନ୍ତି   ଡ୍ରୋନାଲ୍ଡ ଟ୍ରମ୍ଫ। ବୈଶ୍ୱିକ ସ୍ତରରେ ୟୁରୋପର G7କୁ ଟକ୍କର ଦେବାକୁ ଟ୍ରମ୍ପ ଏହି C5 ତିଆରି କରୁଥିବା ଜଣାପଡ଼ିଛି । ଏହି  C5 ଗ୍ରୁପରେ ଆମେରିକା ସହିତ ଅଛନ୍ତି ରୁଷ, ଚୀନ୍, ଭାରତ ଆଉ ଜାପାନ । ବିଶ୍ୱର ଏହି ଟପ୍-5 ଦେଶକୁ ଏକାଠି କରି,…
Read More...

୯ କୋଟି ଦେଲେ ହେବେ ଆମେରିକାର ନାଗରିକ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ତାଙ୍କର ଦୀର୍ଘ ଦିନର ପ୍ରତିଶ୍ରୁତିବଦ୍ଧ "ଗୋଲ୍ଡ କାର୍ଡ" ଆନୁଷ୍ଠାନିକ ଭାବରେ ବିକ୍ରୟ ହେବାକୁ ଯାଉଛି, ଯାହା ୧୦ ଲକ୍ଷ ଆମେରିକୀୟ ଡଲାର ଦେଉଥିବା ବ୍ୟକ୍ତି ଏବଂ ପ୍ରତି ବିଦେଶୀ ଜନ୍ମିତ କର୍ମଚାରୀଙ୍କ ତୁଳନାରେ ଦୁଇଗୁଣ ଅଧିକ ଟଙ୍କା…
Read More...

ପୁଣି ଟାରିଫ୍ ବୋମା ପକେଇବେ କି ଟ୍ରମ୍ପ, ଦେଲେ ବଡ଼ ବୟାନ, ଏଥର ଚାଉଳ ପାଳି

ନୂଆଦିଲ୍ଲୀ: ଏବେ ଭାରତ ଆମେରିକା ଭିତରେ ସମ୍ପର୍କ ସେତେଟା ଭଲ ନାଇ । ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଏବେ ପୁଣିଥରେ ଟାରିଫ ବମ ପକାଇବାକୁ ଇସାରା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ତାଙ୍କ…
Read More...

ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର, ଯୁଦ୍ଧ ବନ୍ଦ କରିଥିବା ନେଇ ଅନେକ ଥର ଉଠିଥିଲା ଦାବି

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ମିଳିଲା ଜୀବନର ସବୁଠାରୁ ବଡ଼ ଖୁସି। ଯୁଦ୍ଧ ବନ୍ଦ କରିଥିବା ନେଇ ଅନେକ ଥର ଦାବି କରିବା ପରେ ଶେଷରେ ମିଳିଲା ଶାନ୍ତି ପୁରସ୍କାର । ଯେଉଁଥିପାଇଁ ଟ୍ରମ୍ପଙ୍କ ଖୁସି କହିଲେ ନ ସରେ । ଏହି ନିଷ୍ପତ୍ତିକୁ ଫିଫାର କ୍ରୀଡା-କୈନ୍ଦ୍ରିକ ପ୍ରତିଛବିରୁ ଏକ ପ୍ରମୁଖ ପ୍ରତ୍ୟାହାର…
Read More...

ଭାରତୀୟ ଶବ୍ଦ ବ୍ୟାନ କଲା ଆମେରିକା, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ “ଭାରତୀୟ” ଶବ୍ଦଟି ଆଉ ଆମେରିକାରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହା ଅନେକ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ…
Read More...