Browsing Tag

dj ban

ଚଳିତ ଥର ଗଣେଶ ପୂଜାରେ ବାଜିବ ନାହିଁ ଡିଜେ : ଏଥର ପାରମ୍ପରିକ ବାଦ୍ୟରେ କମ୍ପିବ ରାଜଧାନୀ

ଭୁବନେଶ୍ୱର : ଡିଜେ ଉପରେ କମିଶନରେଟ ପୋଲିସର କଟକଣା ଜାରି। ଉଭୟ ଭସାଣି ଓ ମେଲୋଡ଼ିରେ ଡିଜେ ବନ୍ଦ କରାଯାଇଛି । ଏଥର ସେପ୍ଟେମ୍ବର ୭ ତାରିଖରେ ଗଣେଶ ପୂଜା ପଡୁଛି । କେବଳ ଡିଜେ ନୁହେଁ ବିକୃତ ମୃତ୍ତିକୁ ନେଇ ମଧ୍ୟ ଗାଇଡ଼ ଲାଇନ ଜାରି ହୋଇଛି ।କୌଣସି ସ୍ଥାନରେ ବିକୃତ ମୂର୍ତ୍ତି ନଜର କୁ ଆସିଲେ…
Read More...