୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା ଡିନୋ ମୋରିଆ
ମହାରାଷ୍ଟ୍ର-: ଅଡୁଆରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମୋରିଆ । ୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା । ଯେଉଁଥି ପାଇଁ ଟଙ୍କା ବିରୁଦ୍ଧରେ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମନ ଜାରି କରିଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର…
Read More...
Read More...