ହିଟ୍-ଆଣ୍ଡ-ରନ୍ (Hit-and-run) ଘଟଣା: ଢେଙ୍କାନାଳରେ ଅଜ୍ଞାତ ଗାଡ଼ି ଧକ୍କାରେ ୩ ମୃତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କୋଟ୍ଟମ୍ ନିକଟ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକମାନେ ଏକ ସ୍କୁଟିରେ ଯାଉଥିବା ବେଳେ ଏକ ଅଜ୍ଞାତ ଗାଡ଼ି ସେମାନଙ୍କୁ ଧକ୍କା ଦେଇ…
Read More...
Read More...