Browsing Tag

Dhamnagar

ଧାମନଗର ଉପର୍ନିବାଚନ;ଆସିଲା ଦ୍ୱିତୀୟ ରାଉଣ୍ଡ ଫଳାଫଳ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ବିର୍ତ୍ତମାନ ଭୋଟଗଣତି ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଦ୍ୱିତୀୟ ରାଉଣ୍ଡରେ ରାଉଣ୍ଡରେ ବିଜେଡି ୩୩୭୮ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱାଧୀନ ପ୍ରାଥୀ ରାଜୁ ୧୯୫ଖଣ୍ଡ ଭୋଟ, କଂଗ୍ରେସ ୧୫୧ ଖଣ୍ଡ ଏବଂ ବିଜେପି ୩୯୮୮ ଖଣ୍ଡ ଭୋଟ ପାଇଛି ।…
Read More...

ନିର୍ବାଚନ ଡ୍ୟୁଟି ପୂର୍ବରୁ ଆଖିବୁଜିଲେ ପୋଲିଂ କର୍ମଚାରୀ

ଭଦ୍ରକ : ଧାମନଗର ଉପ ନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନଟବର ମୁଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ…
Read More...

ଆଜି ସୁପ୍ରିମୋ ନବୀନ କରିବେ ପ୍ରଚାର

ଧାମନଗର : ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଜିକୁ ମିଶାଇ ହାତରେ ଆଉ ଦୁଇ ଦିନ । ଆସନ୍ତାକାଲି ସରିବ ପ୍ରଚାର ଅବଧି । ଆଜି ଧାମନଗରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ…
Read More...

ଭୋଟ୍ ପାଇଁ ନୋଟ୍ ମାମଲା, ସିଇଓଙ୍କ କାର୍ଯ୍ୟାନୁଷ୍ଠାନ

ଧାମନଗର: ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗକୁ ଗୁରୁତର ସହ ନେଲେ ନିର୍ବାଚନ ଅଧିକାରୀ । ଧାମନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଧାମନଗରରେ ଏକ ନିର୍ବାଚନ ସଭାରେ…
Read More...

ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ:ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସମୟ ଯେତିକି ପାଖୋଉଛି ପ୍ରଚାର ସେତେ ସରଗରମ ହେଉଛି । ସେହିଭଳି ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱନି ବୈଷ୍ଣବ ,ବିଶ୍ୱେଶ୍ୱର ଟୁଡୁ । ତେବେ ୨୭ ଓ…
Read More...

କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା

ଧାମନଗର: କିଛି ସମୟ ପରେ ବିଜେଡିର ଧାମନଗର ପାର୍ଥି ଘୋଷଣା । ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଭୁବନେଶ୍ୱର ଡାକରା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଛନ୍ତି । ଟିକେଟ୍ ମିଳିବ କି ନାହିଁ ପ୍ରଶ୍ନର ଉତ୍ତର ରଖି ଅପେକ୍ଷା କରିବାକୁ ରାଜୁ ଦାସ କହିଛନ୍ତି ।…
Read More...

ଆଜି ଉପନିର୍ବାଚନ ପାଇଁ ପ୍ରକାଶ ପାଇବା ବିଜ୍ଞପ୍ତି

ଭୁବନେଶ୍ୱର(ହର ପ୍ରସାଦ ବିଷୋୟୀ ):ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଅକ୍ଟୋବର ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୫ ତାରିଖରେ ପାର୍ଥିପତ୍ର ଯାଞ୍ଚ କରାଯିବ । ନାମାଙ୍କନପତ୍ର…
Read More...

ସେମି ଫାଇନାଲ ବି ଆମେ ଖେଳିବୁ । ଫାଇନାଲ ବି ଆମେ ଖେଳିବୁ : ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ସେମି ଫାଇନାଲ ବି ଆମେ ଖେଳିବୁ । ଫାଇନାଲ ବି ଆମେ ଖେଳିବୁ । ବିଜେଡ଼ି ଓ ବିଜେପିକୁ ଛାଡ଼ି ଦେଲେ ଅନ୍ୟ ଟିମ ହିଁ ନାହିଁ । ବିଜେପି ଫାଇନାଲ…
Read More...