Browsing Tag

Deputy CM Pravati Parida

୧୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ, ୨୦୨୭ ସୁଦ୍ଧା ସମସ୍ତ କେନ୍ଦ୍ର ନିଜସ୍ୱ ଘରେ

Bhubaneswar: ରାଜ୍ୟରେ ଶିଶୁ ଓ ମହିଳା କଳ୍ୟାଣକୁ ଆରୋ ଶକ୍ତିଶାଳୀ କରିବା ଦିଗରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ Pravati Parida ୧ ହଜାର ୮୮୯ଟି ଅଙ୍ଗନବାଡି ଗୃହର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତାକାଲିଠାରୁ ଏହି ସମସ୍ତ ଅଙ୍ଗନବାଡି କେନ୍ଦ୍ର ନିଜସ୍ୱ…
Read More...

କନ୍ୟା ସୁମଙ୍ଗଳ ଯୋଜନା: ଜନ୍ମ ପରେ ଝିଅ ନାମରେ ଟଙ୍କା ଜମା, ୨୧ ବର୍ଷରେ ମିଳିବ ଲକ୍ଷାଧିକ ରାଶି

Bhubaneswar: ରାଜ୍ୟରେ ଝିଅମାନଙ୍କ ସୁରକ୍ଷା ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ “କନ୍ୟା ସୁମଙ୍ଗଳ ଯୋଜନା” ଆରମ୍ଭ ହେବାକୁ ଯାଉଛି। ଏନେଇ ଉପମୁଖ୍ୟମନ୍ତ୍ରୀ Pravati Parida ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ଜମା କରାଯିବ। ପରେ…
Read More...

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ। ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ ବି ଦିଆଯିବ। ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମିଶନ…
Read More...

ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି, ଏବେ ହିଁ କରନ୍ତୁ ଆବେଦନ

ଭୁବନେଶ୍ଵର: ନୂଆବର୍ଷରେ ଏକାଥରେ ମିଳିବ ୨ଟି ସୁଭଦ୍ରା କିସ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ସୁଭଦ୍ରା ଯୋଜନା ପାଇଁ ଏବେ ଚାଲିଛି ଆବେଦନ । ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇନାହାଁନ୍ତି ସେମାନଙ୍କୁ ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ…
Read More...

ଲକ୍ଷପତି ଦିଦି ହେବେ କୋଟିପତି ଦିଦି: ପ୍ରଭାତୀ ପରିଡା

ଭୁବନେଶ୍ଵର: ଲକ୍ଷପତି ଦିଦି ହେବେ କୋଟିପତି ଦିଦି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଲକ୍ଷପତି ଦିଦି ଯୋଜନାରେ ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା । ସରକାର ଯେତେ ଆର୍ଥିକ ସହାୟତା ଦେଉଛନ୍ତି ବ୍ୟାଙ୍କ ସହ ସଂଯୋଗ କରାଯିବ’…
Read More...

ବିରୋଧୀଙ୍କ ଇସ୍ତଫା ଦାବିରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର :- ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଦଳ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତାଙ୍କ ଜୀବନ ଫେରିପାରିବ ତା’ହେଲେ ମୁଁ ଶହେ ଥର ଇସ୍ତଫା ଦେବାକୁ…
Read More...

ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:- ସୁଭଦ୍ରା ପୋର୍ଟାଲ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ଥରେ ସୁଭଦ୍ରା ପୋର୍ଟାଲ ଖୋଲିବାକୁ ଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା…
Read More...